ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚର ସମାବେଶ: ମ୍ୟାଚୁରିଟି ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଆଲୋଚନା
ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚର ସମାବେଶ: ମ୍ୟାଚୁରିଟି ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଆଲୋଚନା କଟକ(ଏନ୍.ଏମ୍.): ଦୀର୍ଘ ଦିନ ଧରି ସାହାରା ଇଣ୍ଡିଆ ବିଭିନ୍ନ କ୍ରେଡିଟ କୋଅପରେଟିଭ ସୋସାଇଟି ଅନ୍ତର୍ଗତ ଜମା ଯୋଜନାର ମ୍ୟାଚୁରିଟି ପ୍ରାପ୍ୟ ଜମାକର୍ତ୍ତାଙ୍କୁ ଫେରାଉନଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ସେମାନଙ୍କ ପ୍ରାପ୍ୟ ପାଉନଥିବା ଯୋଗୁ ଅସନ୍ତୁଷ୍ଟ ଜମାକର୍ତ୍ତା ଓ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମାବେଶ \”ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚ’ତରଫରୁ ସ୍ଥାନୀୟ ବାଖରାବାଦ ସ୍ଥିତ \”ଗାନ୍ଧୀ ଭବନ’ଠାରେ ଏକ…
