ମୋ କଲେଜ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ

ମୋ କଲେଜ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ ଭୁବନେଶ୍ୱର(ଏନ୍‌.ଏମ୍‌.): “ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ସୋମବାର ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ୧୮ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ୨ କୋଟି ୪୦ ଲକ୍ଷ ଟଙ୍କାର…

Read More

ଇପିଏଫ୍ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକ

ଇପିଏଫ୍ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକ କଟକ(ଏନ୍‌.ଏମ୍‌.): ଇପିଏଫ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ମହାରାଷ୍ଟ୍ରର ପାଲଘର ଜିଲ୍ଲାସ୍ଥିତ କେଲବା ବିଚ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଇପିଏଫ୍ ପେନସନର୍ସ ମାନଙ୍କର ସର୍ବଭାରତୀୟ ସଙ୍ଗଠନ ଇପିଏସ୍‌-୯୫ ନ୍ୟାସନାଲ କୋଅର୍ଡିନେସନ କମିଟିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଓଡ଼ିଶା ସମେତ ଦେଶର ୨୦ରୁ ଉର୍ଦ୍ଧ୍ୱ ରାଜ୍ୟରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ଓଡ଼ିଶାରୁ ସଙ୍ଗଠନର ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ…

Read More

ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ; ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି

ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି ଭୁବନେଶ୍ୱର/ ଖୋର୍ଦ୍ଧା (ଏନ୍‌.ଏମ୍‌.): ବହୁ ଚାଲେଞ୍ଜକୁ ସମ୍ମୁଖୀନ ହୋଇ ସୁଦ୍ଧା ପୂର୍ବତନ ରେଳବାଇ ସେବା ପ୍ରଦାନ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ଦେଇ ସଫଳତାର ସୋପାନରେ ରହିଛି । କରୋନା ସମୟରେ ସଂକ୍ରମଣ ଦୃଷ୍ଟିକୁ ରେଳବାଇ ଅନେକ ସେବାକୁ ବାତିଲ କରିଥିବାବେଳେ ଏବେ ଧିରେ ଧିରେ ସେବାଗୁଡ଼ିକୁ ଉପଲବ୍ଧ କରାଇ ଦେଶରେ ସ୍ୱତନ୍ତ୍ର ତଥା ଦକ୍ଷତାର ପରିଚୟ…

Read More

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ; ପିନାକ ମିଶ୍ର ହେବେ କଟକ ଓ ପ୍ରତୀକ ସିଂହ ହେବେ ଭୁବନେଶ୍ୱର ଡିସିପି

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ; ପିନାକ ମିଶ୍ର ହେବେ କଟକ ଓ ପ୍ରତୀକ ସିଂହ ହେବେ ଭୁବନେଶ୍ୱର ଡିସିପି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି ଅଦଳବଦଳ ପ୍ରକ୍ରିୟାରେ କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି । କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଥିବାବେଳେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ଦାୟିତ୍ୱ ମିଳିଛି । ଭୁବନେଶ୍ୱର…

Read More

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ କୋଣାର୍କ(ଏନ୍‌.ଏମ୍‌.): ମହାନ ସାରସ୍ୱତସାଧକ ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସର ପୁଣ୍ୟତିଥିରେ ‘ମନୋଜ ଦାସ ଫ୍ୟାନ୍ସ ଫେସବୁକ ଗୃପ୍‌’ ପକ୍ଷରୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧିର ସଙ୍ଗମ ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ୧୦୮ ଦୀପଦାନ କରାଯାଇଛି । ଏପ୍ରିଲ ୨୭ ତାରିଖ ବୁଧବାର ସନ୍ଧ୍ୟାରେ ଅବଶରପ୍ରାପ୍ତ ଶିକ୍ଷକ କାମଦେବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

Read More

ଭାରତ ହେଉଛି ସନ୍ଥଙ୍କ ଦେଶ ଏବଂ ଆଗାମୀ ସମୟରେ ଭାରତ ବିଶ୍ୱଗୁରୁ ରୂପେ ଉଭା ହେବ- ରାଜ୍ୟପାଳ

ଏକାମ୍ର ସାରସ୍ୱତ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଭାରତ ହେଉଛି ସନ୍ଥଙ୍କ ଦେଶ ଏବଂ ଆଗାମୀ ସମୟରେ ଭାରତ ବିଶ୍ୱଗୁରୁ ରୂପେ ଉଭା ହେବ- ରାଜ୍ୟପାଳ ଭୁବନେଶ୍ୱର (ଏନ୍‌.ଏମ୍‌.):ସନାତନ ଧର୍ମର ମୂଳ ଭାବ ହେଉଛି ଶାଶ୍ୱତ ସହ ସଂଯୋଗ । ଆମେ ଯେଉଁ ଉତ୍ସରୁ ଆସିଛେ, ସେହି ଉତ୍ସ ସହ ସଂଯୁକ୍ତ ହୋଇ ରହିବା ହେଉଛି ଧର୍ମର ସାରବତ୍ତା । ସଂସାରକୁ ଆସିଲା ପରେ ଅନେକଙ୍କର ସଂଯୋଗରେ ବ୍ୟାଘାତ ହୁଏ । ସେମାନେ ଅଳୀକ ମାୟାରେ ପଥଭ୍ରଷ୍ଟ…

Read More

ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ

ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ କଟକ(ଏନ୍‌.ଏମ୍‌.): ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ୍ ପକ୍ଷରୁ ଓପୋ କମ୍ପାନୀକୁ ବିରୋଧ କରି କଟକରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାଦାମବାଡ଼ି ଭରତିଆ ଟାୱାର ସାମ୍ନାରେ କଟକ ମୋବାଇଲ ରିଟେଲରମାନେ ବ୍ୟାନର ଧରି ପ୍ରତିବାଦ କରିଥିଲେ । ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ, ଓପୋ ମୋବାଇଲ ନିର୍ମାତା କମ୍ପାନୀ ନୂଆ କରି ଏବେ ବଜାରକୁ ଛାଡିଥିବା କେ ସିରିଜ୍ ହ୍ୟାଣ୍ଡସେଟ୍ କେବଳ ଅନଲାଇନ୍‌ରେ ଉପଲବ୍ଧ…

Read More

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୩୦ ମସିହା ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ଆମ ରାଜ୍ୟରେ ମ୍ୟାଲେରିଆ ରୋଗର ପ୍ରକୋପ, ରୋଗର ଗତିବିଧି, ନିରାକରଣ ପନ୍ଥା ଓ ଅନ୍ତର୍ବିଭାଗୀୟ ସହଭାଗିତା ଆଦି ସମ୍ପର୍କରେ ତର୍ଜମା କରିବା ପାଇଁ ଆଜି ସମୟ ଆସିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପ୍ରକାଶ…

Read More

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି କଟକ ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବିଦ୍ୟୁତ ବିଭାଗର ବେପରୁଆ ତଥା ଶୋଷଣ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଘରୋଇ ସଂସ୍ଥାମାନଙ୍କ ହାତରେ ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ ଟେକି ଦେଇ ସରକାର ପରୋକ୍ଷରେ ଜନସାଧାରଣଙ୍କୁ ଶୋଷଣ କରୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏବେ ଟାଟା ପାୱାର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେଇଥିବାବେଳେ ମନଇଚ୍ଛା…

Read More

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି କଟକ(ଏନ୍‌.ଏମ୍‌.): ଆରପାରିରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ତାଙ୍କର ଆଜି ରାତି ୯ଘଟିକା ସମୟରେ କଟକ ବାଦାମବାଡ଼ି ଗ୍ଲାସ ପ୍ୟାଲେସ ଲେନ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ ଆନତ ରଚନା ଓଡ଼ିଆ ସାରସ୍ୱତ ଜଗତ…

Read More

ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ

ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୯ ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ ରେଳବାଇ ଜମିରେ ପାଚେରୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଏବେ ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ରେଳବାଇ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଥିବାବେଳେ ଏବେ ବସ୍ତିବାସିନ୍ଦା କେଉଁଠି ରହିବେ ସେ ନେଇ ଚିନ୍ତା ବଢ଼ିଯାଇଛି । ସୂଚନା ଅନୁଯାୟୀ, ଜଗତପୁର ନିମପୁର ଠାରେ ରେଳବାଇର ପ୍ରାୟ…

Read More

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବଙ୍କ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବଙ୍କ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ ‘୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଯୋଜନା ପ୍ରସ୍ତୁତ ହେବ’ କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରାତଃ ୫ ଘଟିକା ସମୟରେ ୫ଟି ସଚିବ ଭି.କେ ପଣ୍ଡିଆନ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତିକରଣ ଉପରେ ସମୀକ୍ଷା କରିଛନ୍ତି । ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ମନ୍ଦିର ଦାୟିତ୍ୱରେ ଥିବା ଦେବୋତ୍ତର ଅଧିକାରୀ, ସେବାୟତ ଏବଂ ଟ୍ରଷ୍ଟିମାନେ…

Read More