ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ମୋଚ୍ଚା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ମୋଚ୍ଚା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ #ଭୁବନେଶ୍ୱର(ଏନ୍‌.ଏମ୍‌.): ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ମୋଚ୍ଚା । ତେବେ ଏହା ଓଡ଼ିଶା ପାଇଁ କେତେ କ୍ଷତିକାରକ ହେବ ସେନେଇ ଅଙ୍କ କଷୁଛନ୍ତି ଭାରତୀୟ ପାଣିପାଗ ବିଭାଗ । ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୯ ତାରିଖ ବେଳକୁ…

Read More

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଘଟଣ: ରାଜ୍ୟ ପାଇଁ ଲଜ୍ଜା; ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଘଟଣ: ରାଜ୍ୟ ପାଇଁ ଲଜ୍ଜା ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି #ବାରିପଦା(ଏନ୍‌.ଏମ୍‌.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପୂରା ହଲ୍ ଅନ୍ଧାର ହୋଇଯାଇଥିଲା । ଏସି ଓ ମାଇକ ଚାଲିଥିଲା, କିନ୍ତୁ ଲାଇଟ ସବୁ କଟି…

Read More

ଆଇପିଏଲ: ଗୁଜୁରାଟର ସହଜ ବିଜୟ

ଆଇପିଏଲ: ଗୁଜୁରାଟର ସହଜ ବିଜୟ #ଜୟପୁର(ଏନ୍‍.ଏମ୍‍.): ଆଇପିଏଲର ୪୮ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ସହଜ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରୁ ଗୁଜୁରାଟ ୯ୱିକେଟରେ ଏକତରଫା ଭାବେ ଜିତି ନେଇଛି । ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୪ରନରେ ଅଲ ଆଉଟ ହୋଇ ଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ବ୍ୟାଟରମାନେ ଗୁଜୁରାଟ ସ୍ପିନରଙ୍କ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ…

Read More

ଚାଉଳିଆଗଞ୍ଜ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ଏନସିଡି କ୍ଲିନିକ

ଚାଉଳିଆଗଞ୍ଜ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ଏନସିଡି କ୍ଲିନିକ #କଟକ(ଏନ୍‌.ଏମ୍‌.): ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚାଉଳିଆଗଞ୍ଜ ଠାରେ ନନ କମ୍ୟୁନିକେବୁଲ ଡିଜିଜ(ଏନସିଡି) କ୍ଲିନିକ ଉଦ୍‌ଘାଟିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ ଯୋଗ ଦେଇ ଏହି କ୍ଲିନିକକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ପ୍ରଦୀପ କୁମାର ମଲ୍ଲିକ, ଏଡିୟୁପିଏଚଓ ଡାକ୍ତର ପ୍ରମୋଦ କୁମାର…

Read More

ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ବିଶ୍ୱ ବିଦିତ । ରାଜ୍ୟର ଅନେକ ଐତିହ୍ୟ ସାରା ଦେଶ ତଥା ବିଶ୍ୱର ଇତିହାସ ସହ ଜଡ଼ିତ । ତେଣୁ ଏସବୁର ରକ୍ଷଣାବେକ୍ଷଣ ଜରୁରୀ । ଏହି ପରିପ୍ରେକ୍ଷୀରେ ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ…

Read More

ଜନ୍ମମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ: ନିଜ ହାତଗଢ଼ା ସ୍କୁଲ ଦେଖିଲେ

ଜନ୍ମମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ: ନିଜ ହାତଗଢ଼ା ସ୍କୁଲ ଦେଖିଲେ #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ପ୍ରଥମଥର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପାଦଥାପିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ସେ ଅଛନ୍ତି । ତେବେ ଜନ୍ମମାଟିରେ ରାଷ୍ଟ୍ରପତିଙ୍କୁ ଦେଖିବା ପରେ ଆଜି ହଜାର ହଜାର ଜନସାଧାରଣଙ୍କ ତାଙ୍କୁ ଭବ୍ୟସ୍ୱାଗତ କରିଥିଲେ । ନିଜ ମାଟିର ଝିଅ ଆଜି ରାଷ୍ଟ୍ରପତି ହେବା ଏହି ଅଞ୍ଚଳ ପାଇଁ କମ ଗୌରବର…

Read More

ଆଇପିଏଲ: ଚମକିଲେ ସୂର୍ଯ୍ୟ ଓ କିଶାନ, ପଞ୍ଜାବର ୨୧୪ରନ ମୁମ୍ବାଇ ଆଗରେ ଫିକା

ଆଇପିଏଲ: ଚମକିଲେ ସୂର୍ଯ୍ୟ ଓ କିଶାନ, ପଞ୍ଜାବର ୨୧୪ରନ ମୁମ୍ବାଇ ଆଗରେ ଫିକା #ମୋହାଲି(ଏନ୍‍.ଏମ୍‍.): ଆଇପିଏଲର ୪୬ତମ ମ୍ୟାଚରେ ମୁମ୍ବାଇର ଦୁଇ ତାରକା ବ୍ୟାଟର ଈଶାନ କିଷାନ ଓ ସୂର୍ଯ୍ୟ କୁମାର ଯାଦବଙ୍କ ଚମକ ଦେଖିବାକୁ ମିଳିଛି । ଘରୋଇ ପଞ୍ଜାବର ୨୧୪ରନ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଫିକା ପଡ଼ିଛି । ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସମ୍ମୁଖରେ ୨୧୫ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ମୁମ୍ବାଇ ୭ଟି ବଲ ବାକି ଥାଇ…

Read More

ଅଗରିଆ ସମାଜ ପାଇଁ ଅଧ ଏକର ଜମି ଓ ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଅଗରିଆ ସମାଜ ପାଇଁ ଅଧ ଏକର ଜମି ଓ ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ.ଏମ୍‍.): ଅଗରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି । ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ବିଭିନ୍ନ…

Read More

ଶିଶୁ ସମ୍ପଦର ସୁରକ୍ଷା ଜରୁରୀ: ଶିଶୁ ଶ୍ରମ ନିରୋଧ ଦିବସରେ ଆହ୍ୱାନ

ଶିଶୁ ସମ୍ପଦର ସୁରକ୍ଷା ଜରୁରୀ: ଶିଶୁ ଶ୍ରମ ନିରୋଧ ଦିବସରେ ଆହ୍ୱାନ #ଭୁବନେଶ୍ୱର (ଏନ୍‍.ଏମ୍‍.): ଶିଶୁ ସମ୍ପଦର ସୁରକ୍ଷା ହେଲେ ଦେଶ ଓ ସମାଜ ସଶକ୍ତ ହେବ । ଶିଶୁ ସମ୍ପଦର ସୁରକ୍ଷା ପାଇଁ ଶିଶୁଙ୍କ ମୁଣ୍ଡରୁ ଶ୍ରମ ହଟାଇ ଶିକ୍ଷା ପ୍ରଦାନ କରିବା ଜରୁରୀ ବୋଲି ବୁଦ୍ଧପାର୍କ ସମ୍ମୁଖରେ ସିସିଡବ୍ଲ୍ୟୁଡି ଓ ଆକ୍ସନଏଡ୍ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଶିଶୁଶ୍ରମ ନିରୋଧ ଦିବସ ଅବକାଶରେ ଆୟୋଜିତ ଦସ୍ତଖତ ଅଭିଯାନ ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମରେ ମତ ପ୍ରକାଶ…

Read More

ପାନ୍ଥନିବାସ ପକ୍ଷରୁ ‘ପରିଚୟ’କଣ୍ଟେଣ୍ଟ କ୍ରିଏଟର୍ସ ମିଟ: ଓଡ଼ିଶାର ୧୦୦ ଜଣ କଣ୍ଟେଣ୍ଟ କ୍ରିଏଟର ସମ୍ବର୍ଦ୍ଧିତ

ପାନ୍ଥନିବାସ ପକ୍ଷରୁ ‘ପରିଚୟ’କଣ୍ଟେଣ୍ଟ କ୍ରିଏଟର୍ସ ମିଟ: ଓଡ଼ିଶାର ୧୦୦ ଜଣ କଣ୍ଟେଣ୍ଟ କ୍ରିଏଟର ସମ୍ବର୍ଦ୍ଧିତ #ଭୁବନେଶ୍ୱର(ଏନ୍‍.ଏମ୍‍.): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ‘ଫୁଡିଜ୍ ଅଫ ଭୁବନେଶ୍ୱର’ ଏବଂ ଓ ‘ଚଲୋ ଓଡ଼ିଶା ପାନ୍ଥନିବାସ’ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ‘ଓଡ଼ିଶା ପର୍ଯ୍ୟଟନ’ ପକ୍ଷରୁ ଖାଦ୍ୟ, ଭ୍ରମଣ, କଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶାର କଣ୍ଟେଣ୍ଟ କ୍ରିଏଟର୍ସ (ବିଷୟବସ୍ତୁ ସୃଷ୍ଟିକାରୀ)ଙ୍କ ପାଇଁ ଏକ ପ୍ରଶଂସା ଦିବସ ‘ପରିଚୟ’ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଓଟିଡିସିର ଅଧ୍ୟକ୍ଷ ଡ. ଲେନିନ ମହାନ୍ତି…

Read More

ଗ୍ରୀଷ୍ମ ଋତୁ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଗ୍ରୀଷ୍ମ ଋତୁ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ #ଭୁବନେଶ୍ୱର(ଏନ୍‍.ଏମ୍‍.): ଏବେ କିଛି ବର୍ଷ ଧରି ମେ ମାସରେ ଆସୁଥିବା ବାତ୍ୟା ରାଜ୍ୟର ବ୍ୟାପକ କ୍ଷତି କରି ପକାଉଛି । ତେବେ ଏହି ପ୍ରାକୃତିକ ବିପର୍ଯୟକୁ ରୋକିବା ସମ୍ଭବପର ନଥିଲେ ମଧ୍ୟ ଏହାଦ୍ୱାରା ହେଉଥିବା ଧନଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏ ନେଇ ଏକ ଜରୁରୀକାଳୀନ ବୈଠକ…

Read More

କୋଣାର୍କରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା

କୋଣାର୍କରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା #କୋଣାର୍କ (ଏନ୍‌.ଏମ୍‌.): ଦିବା ୧ଘଟିକା ସମୟରେ କୋଣାର୍କ ଏନଏସି ଅନ୍ତର୍ଗତ ୧ନମ୍ବର ୱାର୍ଡର ବେଠିଆଗଦା ଠାରେ ସୂର୍ଯ୍ୟ ନିର୍ମାଣ ଓ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ନିମନ୍ତେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଖବରରୁ ପ୍ରକାଶ ଯେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ନିଜ ମା’ଙ୍କ ସୂର୍ଯ୍ୟ ପୂଜା ନିମନ୍ତେ ରାଜା ଲାଙ୍ଗୁଳା…

Read More