ଶ୍ରୀଗୁଣ୍ଡିଚାରୁ ଆଜି ପର୍ଯ୍ୟନ୍ତ ରେକି ମିଶନ ପକ୍ଷରୁ ଭକ୍ତମାନଙ୍କୁ ଖାଦ୍ୟ ବଣ୍ଟନ ସହ, ନରେନ୍ଦ୍ର ପୋଖରୀ ଓ ଆଖପାଖ ଅଞ୍ଚଳ ସଫେଇ

ଶ୍ରୀଗୁଣ୍ଡିଚାରୁ ଆଜି ପର୍ଯ୍ୟନ୍ତ ରେକି ମିଶନ ପକ୍ଷରୁ ଭକ୍ତମାନଙ୍କୁ ଖାଦ୍ୟ ବଣ୍ଟନ ସହ, ନରେନ୍ଦ୍ର ପୋଖରୀ ଓ ଆଖପାଖ ଅଞ୍ଚଳ ସଫେଇ #ପୁରୀ(ଏନ.ଏମ୍‌.): ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାର ଶ୍ରୀଗୁଣ୍ଡିଚାରୁ ଆଜି ପଯ୍ୟନ୍ତ ରେକୀ ମିଶନ ଓଡ଼ିଶା ପକ୍ଷରୁ ଭକ୍ତମାନଙ୍କ ପାଇଁ ଯୋଗାଇ ଦେଉଛନ୍ତି ଅନନ୍ୟ ସେବା, ସକାଳ ୬ଟା ରୁ ୮ଟା ଶତାଧିକ କକ୍ତିସେନା ଓ ଗୁରୁସେନା ମାନେ ନରେନ୍ଦ୍ର ପୋଖରୀ ଓ ଏହାର ଆଖପାଖ ଅଞ୍ଚଳ ସଫେଇ କରିଛନ୍ତି । ପରେ ପରେ ୯ଟା…

Read More

ପେଟ୍ଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପେଟ୍ଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ନିତ୍ୟାନନ୍ଦ ରାଉତରାୟଙ୍କ ପୋରହିତ୍ୟରେ ସିଡିଏ ସ୍ଥିତ ସନ୍ତୁକା ପାଲେସ ଠାରେ ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ପ୍ରଚେଷ୍ଟା ଓ ଅବଦାନ ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଦୀର୍ଘ ଦିନରୁ ଘୋର ଅବହେଳିତ ଅବସ୍ଥାରେ ପଡି ରହିଥିବା ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ…

Read More

ପବିତ୍ର ରଥଯାତ୍ରାରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକର ସେବା କାର୍ଯ୍ୟ

ପବିତ୍ର ରଥଯାତ୍ରାରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକର ସେବା କାର୍ଯ୍ୟ ଅନୁଗୁଳ(ଏନ୍‌.ଏମ୍‌.): ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ତରଫରୁ ପବିତ୍ର ରଥଯାତ୍ରା, ମହାପ୍ରଭୂ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଶତାଧିକ ଭକ୍ତଙ୍କ ସହଯୋଗରେ ରଥଯାତ୍ରା ସମ୍ପନ୍ନ ହୋଇଛି । ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସମସ୍ତ ସଭ୍ୟ ମାନଙ୍କ ଅକୁଣ୍ଠସମର୍ଥନ ଓ ସହଯୋଗରେ ଖାଦ୍ୟ-ପେୟ ଓ ଜଳୀୟ ପାନର ବ୍ୟବସ୍ଥାର ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଯାଇଛି । ସ୍ୱେଛାସେବୀଙ୍କ ଅକ୍ଲାନ୍ତ…

Read More

ବର୍ଲିନ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ା: ଆମ ସୁନା ଝିଅ ଆଠଗଡ଼ର କଳ୍ପନା

ବର୍ଲିନ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ା: ଆମ ସୁନା ଝିଅ ଆଠଗଡ଼ର କଳ୍ପନା #ଭୁବନେଶ୍ୱର(ଏନ୍‌.ଏମ୍‌.): ଜର୍ମାନିର ବର୍ଲିନରେ ଚାଲିଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ାରେ ଓଡ଼ିଆ ଝିଅ କଳ୍ପନା ଜେନାଙ୍କ କୃତୀ ସାରା ଓଡ଼ିଶାକୁ ଗୌରବାନ୍ୱିତ କରି ପାରିଛି । କଳ୍ପନା ବର୍ଲିନ ସ୍ୱତନ୍ତ୍ର ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି । ସେ ୨ କିଲୋମିଟର ଟିମ୍ ଟ୍ରାଏଲ୍ ସାଇକ୍ଲିଂରେ ୫:୪୨.୪୨ ସମୟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ତାଙ୍କ ଭାରତୀୟ ସାଥି…

Read More

କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଗରିବ କଲ୍ୟାଣ ମହାସମାବେଶରେ କେନ୍ଦ୍ରମନ୍ତ୍ରୀ

କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଗରିବ କଲ୍ୟାଣ ମହାସମାବେଶରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଓଡ଼ିଶାର ବିକାଶ ହୋଇପାରୁନାହିଁ-ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡି(ଏନ୍‌.ଏମ୍‌.): ରାଜ୍ୟରେ ଦୀର୍ଘ ୨୩ ବର୍ଷର ଦୁର୍ନୀତିଗ୍ରସ୍ତ, ସମ୍ବେଦନହୀନ, ସ୍ଥାଣୁ ସରକାର କାରଣରୁ ମା’ ମାଣିକେଶ୍ୱରୀ ଓ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ପବିତ୍ର ଭୂମି କଳାହାଣ୍ଡି ସମେତ ଓଡ଼ିଶାରେ ବିକାଶ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଅର୍ଥର ବ୍ୟାପକ…

Read More

ଟିକେଟ ଯାଞ୍ଚ କରୁଥିବାବେଳେ ଧରା ପଡ଼ି ନକଲି ଟିଟିଇ ଗିରଫ

ଟିକେଟ ଯାଞ୍ଚ କରୁଥିବାବେଳେ ଧରା ପଡ଼ି ନକଲି ଟିଟିଇ ଗିରଫ କୋରାପୁଟ (ଏନ୍‌.ଏମ୍‌.): ରୋଜଗାର ପାଇବା ପାଇ ନକଲି ଟିଟିଇ( ଟ୍ରାଭଲିଂ ଟିକେଟ ଏଗ୍‌ଜାମିନର) କାର୍ଯ୍ୟ କରୁଥିବା ଜଣେ ବେକାର ଯୁବକକୁ ଗିରଫ କରିଛି ରେଳବାଇ ପୁଲିସ । ସୂଚନା ଅନୁଯାୟୀ କୋରାପୁଟ ଅଞ୍ଚଳରେ ଛତିଶଗଡ଼ କୋୟାପାଲି ଗ୍ରାମର ବୁଦୁରୀ ନାଗ ନାମକ ଜଣେ ଯୁବକ ନିୟମିତ ଟିକେଟ ଯାଞ୍ଚ କରୁଥିବାବେଳେ ଆଜି ଆରପିଏଫ ହାତରେ ଧରା ପଡ଼ିଥିଲା । ତେବେ ରେଳବାଇ ପୁଲିସର ଘନଘନ ଜେରା…

Read More

ସିଏସଏମ ଟେକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ – ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ

ସିଏସଏମ ଟେକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ – ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଏକ ସମୟରେ ଯେତେବେଳେ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍‌ଇଣ୍ଟେଲିଜେନ୍ସ)ର ଅଭିବୃଦ୍ଧି ଚାକିରୀ ହରାଇବାର କାରଣ ପାଲଟିଛି ।ସେହି ସମୟରେ ସିଏସଏମ ଟେକର କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) – ମାନବ ସମନ୍ୱୟକୁ ପ୍ରାଥମିକତା ପ୍ରଦାନ କରିଛି, ଏହା ସହିତ ମାନବ ସମ୍ବଳ ସହ ସମନ୍ୱୟ ଏବଂ ସମର୍ଥନ ଦେବା ପାଇଁ ମେଧା – କେସିଏସଏମ ଟେକେର ଯୋଗଦେଇଛି, ଯାହାକି…

Read More

ପୁରୀ ରଥଯାତ୍ରା: ବଡ଼ଦାଣ୍ଡରେ ଗଡ଼ିଲା ୩ରଥ, ପ୍ରବଳ ଖରା ଓ ଗରମକୁ ଖାତିର ନକରି ରଥ ଟାଣିଲେ ଶ୍ରଦ୍ଧାଳୁ

ପୁରୀ ରଥଯାତ୍ରା: ବଡ଼ଦାଣ୍ଡରେ ଗଡ଼ିଲା ୩ରଥ, ପ୍ରବଳ ଖରା ଓ ଗରମକୁ ଖାତିର ନକରି ରଥ ଟାଣିଲେ ଶ୍ରଦ୍ଧାଳୁ ପୁରୀ(ଏନ୍‌.ଏମ୍‌.): ପ୍ରବଳ ଖରା ଓ ଗରମକୁ ଖାତିର ନକରି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ଯୋଗଦେବା ପାଇଁ ଦେଶ ବିଦେଶରୁ ଧାଇଁ ଆସିଛନ୍ତି ଅଗଣିତ ଶ୍ରଦ୍ଧାଳୁ । କଥାରେ ଅଛି ଦୋଳେଶ୍ଚ ଦୋଳଗୋବିନ୍ଦ, ଚାପେଶ୍ଚ ମଧୁସୂଦନ ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନବିଦ୍ୟତେ । ଅର୍ଥାତ ରଥରେ ପ୍ରଭୁଙ୍କ ଦର୍ଶନ କଲେ ମୋକ୍ଷ ମିଳିଥାଏ । ତେଣୁ…

Read More

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ     #ପୁରୀ (ଏନ୍‌.ଏମ୍‌.): ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆସନ୍ତା କାଲି ଆରମ୍ଭ ହେବ । ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତ ବଳରାମ ଓ ଭଗିନୀ ସୁଭଦ୍ରାଙ୍କ ସହ ସୁଦର୍ଶନ ମହାପ୍ରଭୁ ରଥାରୂଢ଼ ହୋଇ ମାଉସୀମା’ ଘରକୁ ୯ଦିନ ପାଇଁ ବୁଲିଯିବେ । ଏଥି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ଧାମ । ସ୍ନାନପୂର୍ଣ୍ଣିମାରେ ପ୍ରଭୁ ମହାସ୍ନାନ କରିବା ପରେ ଅସୁସ୍ଥ ହୋଇଥିଲେ । ସେବକ ବୈଦମାନଙ୍କ ବିଭିନ୍ନ…

Read More

କଟକରେ ଷଷ୍ଠ ଷ୍ଟାର କଳଚରାଲ ଫେଷ୍ଟିଭାଲ ଉଦ୍‌ଘାଟିତ

କଟକରେ ଷଷ୍ଠ ଷ୍ଟାର କଳଚରାଲ ଫେଷ୍ଟିଭାଲ ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): କଳା ଓ ସଂସ୍କୃତିର ସହର କଟକରେ ଷ୍ଟାର କଲଚରାଲ ଫେଷ୍ଟିଭାଲର ୬ଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଭଳି ବିଭିନ୍ନ ରାଜ୍ୟର ନାମୀଦାମୀ କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କଟକ ହିଁ କଳା ସଂସ୍କୃତିର ସମନ୍ୱୟର କେନ୍ଦ୍ରବିନ୍ଦୁ ବୋଲି ମିଶନ ଜିରୋ ଏଫର ନିର୍ଦ୍ଦେଶିକା ରଶ୍ମିତା ମିଶ୍ର…

Read More

ଓଡିଶା ଫେସନ ଭିଲ୍ଲା ତରଫରୁ ରଜ ରାଜକୁମାରୀ ପ୍ରତିଯୋଗିତା

ଓଡିଶା ଫେସନ ଭିଲ୍ଲା ତରଫରୁ ରଜ ରାଜକୁମାରୀ ପ୍ରତିଯୋଗିତା #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶାର ପୁରାତନ ତଥା ବୃହତ୍ ଫେସନ୍ ମଡେଲ ପ୍ରଶିକ୍ଷଣ ସଂସ୍ଥା, ଓଡିଶା ଫେସନ ଭିଲ୍ଲା ତରଫରୁ ୨୦୨୩ ରଜ ଉତ୍ସବ ଉପଲକ୍ଷେ ରାଜକୁମାରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁ ଯୁବତୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ପ୍ରତିଯୋଗିତା ଦ୍ୱାରା ବଛା ଯାଇଥିଲା ୧୫ ପ୍ରତିଯୋଗୀଙ୍କୁ । ଭୁବନେଶ୍ୱରର ଏକ ହୋଟେଲ୍‌ରେ ଏହି ପ୍ରତିଯୋଗିତାର…

Read More

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ  ଆଉ ଜଣଙ୍କର ମୃତ୍ୟୁ 

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ  ଆଉ ଜଣଙ୍କର ମୃତ୍ୟୁ  #କଟକ(ଏନ୍‌.ଏମ୍‌.): ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ବିହାର ବାସିନ୍ଦା ପ୍ରକାଶ ରାମ (୧୭) ବୋଲି ମେଡ଼ିକାଲ ସୂତ୍ରରୁ ସୂଚନା ମିଳିଛି । ପ୍ରକାଶଙ୍କର ଆସିୟୁରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କଟକ ବଡ଼ମେଡ଼ିକାଲ (ଏସସିବି)ର କୁଳ ସଚିବ ଡକ୍ଟର ଅବିନାଶ ରାଉତ ପ୍ରକାଶ କରିଛନ୍ତି ।…

Read More