ଓଡ଼ିଶାରେ ‘ଓମିକ୍ରନ’ ୨ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କିତ ରାଜ୍ୟବାସୀ
ଓଡ଼ିଶାରେ ‘ଓମିକ୍ରନ’ ୨ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କିତ ରାଜ୍ୟବାସୀ ଲାଗିପାରେ କଠୋର କଟକଣା ଭୁବନେଶ୍ୱର (ଏନ୍.ଏମ୍.): ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଓଡ଼ିଶାରେ ପ୍ରଥମ କରି ୨ଜଣ ଲୋକଙ୍କ ଠାରେ ଓମିକ୍ରମ ଭୂତାଣୁ…




















