ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା
ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା ତିଗିରିଆ(ଏନ୍.ଏମ୍.): ଭାରତର କୋଣଅନୁକୋଣରୁ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରୁଥିବା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି ଆଠଗଡ଼ ଉପଖଣ୍ଡ ତିଗିରିଆ ବ୍ଲକ୍ର ଭୋଗଡ଼ା ପଞ୍ଚାୟତର ଜଣେ ସାଢ଼େ ତିନିବର୍ଷର…




















