ବାତ୍ୟାପରେ ପୁଣି ବନ୍ୟା ଆଶଙ୍କା :ଜୁନ୍ ମାସରେ ହୀରାକୁଦ ଛାଡିବ ପାଣି; ମହାନଦୀ କୂଳିଆ ୧୩ଟି ଜିଲାକୁ ସତର୍କ ସୂଚନା ଜାରି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାତ୍ୟାପରେ ପୁଣି ବନ୍ୟା ଆଶଙ୍କା :ଜୁନ୍ ମାସରେ ହୀରାକୁଦ ଛାଡିବ ପାଣି; ମହାନଦୀ କୂଳିଆ ୧୩ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାରେ ବାତ୍ୟା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଗୋଟିଏ ପଟେ ହୀରାକୂଦ ଜଳଭଣ୍ଡାରରେ ସାମୁଦ୍ରିକ ଝଡ଼ ୟାସ ଅତି ଭୀଷଣ ବାତ୍ୟାର ରୂପ ନେଇଥିବାବେଳେ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ…

ଭେରି ସିଭିୟର ସାଇକ୍ଲୋନର ରୂପ ନେଉଛି ସାମୁଦ୍ରିକ ଝଡ଼ ୟାସ: ୪ଟି ଜିଲ୍ଲାରେ ରଚିବ ତାଣ୍ଡବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭେରି ସିଭିୟର ସାଇକ୍ଲୋନର ରୂପ ନେଉଛି ସାମୁଦ୍ରିକ ଝଡ଼ ୟାସ: ୪ଟି ଜିଲ୍ଲାରେ ରଚିବ ତାଣ୍ଡବ

ଭୁବନେଶ୍ୱର(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ୟାସ ଅବପାତ ହେବାପରେ ବାତ୍ୟାର ରୂପ ନେଇ ସାରିଛି । ତେବେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସଦ୍ୟତମ ବୁଲେଟନ୍ ଅନୁସାରେ ଏହା ପାରାଦୀପରୁ ୩୬୦…

କେନ୍ଦ୍ରାପଡ଼ାରେ ବାତ୍ୟା ପ୍ରସ୍ତୁତି ତଦାରଖ କଲେ ପ୍ରମୁଖ ଶାସନ ସଚିବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କେନ୍ଦ୍ରାପଡ଼ାରେ ବାତ୍ୟା ପ୍ରସ୍ତୁତି ତଦାରଖ କଲେ ପ୍ରମୁଖ ଶାସନ ସଚିବ

କେନ୍ଦ୍ରାପଡ଼ା (ଏନ୍.ଏମ୍.): କେନ୍ଦ୍ରାପଡ଼ାରେ ବାତ୍ୟା ୟାସର ମୁକାବିଲା ପାଇଁ ପ୍ରଶାସନି ପ୍ରସ୍ତୁତିର ତଦାରଖ ନିମନ୍ତେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ସଚିବ ଶ୍ରୀ ଶର୍ମା କେନ୍ଦ୍ରପଡ଼ାରେ ପହଞ୍ଚô ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା…

ଦୁର୍ଦ୍ଦାନ୍ତ ଅପରାଧି ଜାନକୀ ସମେତ ୪ ଗିରଫ ; ୭ ବନ୍ଧୁକ, ଗୁଳି ଓ କାର୍ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦୁର୍ଦ୍ଦାନ୍ତ ଅପରାଧି ଜାନକୀ ସମେତ ୪ ଗିରଫ ; ୭ ବନ୍ଧୁକ, ଗୁଳି ଓ କାର୍ ଜବତ

କଟକ(ଏନ୍.ଏମ୍.): ବନ୍ଧୁକ ଓ ଗୁଳି ଯୋଗାଣ ସମୟରେ ଚାଉଳିଆଗଞ୍ଜ ଥାନା ପୁଲିସ ଚଢାଉ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧି ଓ ତା’ର ୩ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ବନ୍ଧୁକ, ୨୮ ଜୀବନ୍ତ ଗୁଳି, ଗୋଟିଏ ଏକସୟୁଭି କାର୍(ଓଡ଼ି - ୦୨-ବିଜେ-୨୨୭୦) ଓ ୪ଟି…

ବାତ୍ୟା ‘ୟାସ’ ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଓ ସମୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାତ୍ୟା ‘ୟାସ’ ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଓ ସମୀକ୍ଷା

ପ୍ରଭାବିତ ଜିଲ୍ଲାରେ ୧୯୦ଟି ଉଦ୍ଧାରକାରୀ ଦଳ ମୁତୟନ କଟକ(ଏନ୍.ଏମ୍.): ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ପୁନର୍ବାର ଏକ ପ୍ରସ୍ତୁତି ବୈଠକ କରାଯିବା ସହ ଏନେଇ ସମୀକ୍ଷା କରାଯାଇଛି । ଅଗ୍ନିଶମ ମହାନିଦେ୍ର୍ଦଶକ ଏମ. ଅକ୍ଷୟ ଭିଡ଼ିଓ କନଫରେନସିଂ ଜରିଆରେ ରାଜ୍ୟର…

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ୟଶ ମୁକାବିଲା ପ୍ରସ୍ତୁତି ନେଇ ଅତିରିକ୍ତ ଡିଜିଙ୍କ ସମୀକ୍ଷା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ୟଶ ମୁକାବିଲା ପ୍ରସ୍ତୁତି ନେଇ ଅତିରିକ୍ତ ଡିଜିଙ୍କ ସମୀକ୍ଷା

୨ ଜିଲ୍ଲାର ୮୪ ଗ୍ରାମର ୧ ଲକ୍ଷ ୮୫ ହଜାର ୧୫୮ ଲୋକ ହେବେ ସ୍ଥାନାନ୍ତର ୨୪୪ ବାତ୍ୟା ଆଶ୍ରୟ ସ୍ଥଳ ଓ ୧ ହଜାର ୭୬୩ ବିଦ୍ୟାଳୟ ପ୍ରସ୍ତୁତ କଟକ(ଏନ୍.ଏମ୍.): ବାତ୍ୟା ‘ୟଶ’ର ମୁକାବିଲା ଓ ବାତ୍ୟା ପରର ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବାଲେଶ୍ୱର…

ବାତ୍ୟା ଯୋଗୁଁ ସରୁକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନକୁ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାତ୍ୟା ଯୋଗୁଁ ସରୁକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନକୁ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏନ୍.ଏମ୍.): ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରି କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦ କୋଭିଡ ଓ ବାତ୍ୟା ୟାସର ସାମ୍ନା କରୁଛେ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ…

ୟାସ ମୁକାବିଲା ପାଇଁ ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ପହଞ୍ଚିଲେ ସଶସ୍ତ୍ର ସେନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ୟାସ ମୁକାବିଲା ପାଇଁ ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ପହଞ୍ଚିଲେ ସଶସ୍ତ୍ର ସେନା

ନୂଆଦିଲ୍ଲୀ (ଏଜେନ୍ସି): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍’ ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ବିଭିନ୍ନ ସ୍ଥାନରେ ପହଞ୍ଚିଛନ୍ତି । ଆସନ୍ତା ୨୬ତାରିଖ ବୁଧବାର ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି…

ବାତ୍ୟା ‘ୟାସ’ ମୁକାବିଲା ନେଇ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅମିତ ଶାହାଙ୍କ ସମୀକ୍ଷା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାତ୍ୟା ‘ୟାସ’ ମୁକାବିଲା ନେଇ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅମିତ ଶାହାଙ୍କ ସମୀକ୍ଷା

ନୂଆଦିଲ୍ଲୀ (ଏଜେନ୍ସି): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟାରେ ଦେଶର ୩ଟି ରାଜ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ବାତ୍ୟା ୟାସ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଆଦି ୩ଟି…

ଆଇଏମଡିର ସତର୍କ: ୧୨ ଘଣ୍ଟା ଭିତରେ ଭୀଷଣ ବାତ୍ୟାର ରୂପ ନେବ ‘ୟାସ’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଇଏମଡିର ସତର୍କ: ୧୨ ଘଣ୍ଟା ଭିତରେ ଭୀଷଣ ବାତ୍ୟାର ରୂପ ନେବ ‘ୟାସ’

ଭୁବନେଶ୍ୱର(ଏନ୍.ଏମ୍.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ୟାସ ଏବେ ବାତ୍ୟାର ରୂପ ନେବାକୁ ଯାଉଛି । ଗତ ୬ ଘଣ୍ଟା ମଧ୍ୟରେ ଏହା ମାତ୍ର ୨ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ତେବେ ବାତ୍ୟା ଯେତେ ଧୀରେଧୀରେ ଗତି କରିବ, ସେତେ ଶକ୍ତିଶାଳୀ…

ମଧ୍ୟମ ଓ କ୍ଷୁଦ୍ର ସମ୍ବାଦ ପତ୍ରର ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମଧ୍ୟମ ଓ କ୍ଷୁଦ୍ର ସମ୍ବାଦ ପତ୍ରର ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି

କଟକ(ଏନ୍.ଏମ୍.): ସରକାର ଗଣମାଧ୍ୟମକୁ ବର୍ଗୀକରଣ କରି କ୍ଷୁଦ୍ର ଓ ମଧ୍ୟମ ଗଣମାଧ୍ୟମ ସଂସ୍ଥା ପ୍ରତି ଅବହେଳା ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଭାରତ ଭଳି ଗୋଟିଏ ଜନମଙ୍ଗଳ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ଅପରିହାର୍ଯ୍ୟ । ଜନପ୍ରତିନିଧିଙ୍କ ଦ୍ୱାରା ଜନସାଧାରଣଙ୍କ କଲ୍ୟାଣ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଅଗ୍ନିଶମ ଆରକ୍ଷୀ ମହାନିଦେ୍ର୍ଦଶକଙ୍କ ସମୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଅଗ୍ନିଶମ ଆରକ୍ଷୀ ମହାନିଦେ୍ର୍ଦଶକଙ୍କ ସମୀକ୍ଷା

କଟକ(ଏନ୍.ଏମ୍.): ଅତି ଭୀଷଣ ରୂପ ନେଇ ଓଡିଶା ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ବର୍ତ୍ତମାନ ସୁଦ୍ଧା ୧୭୫ଟି ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି…

ନୂଆବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହେଲା ସାନିଟାଇଜ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ନୂଆବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହେଲା ସାନିଟାଇଜ

କଟକ (ଏନ୍.ଏମ୍.): କଟକ ସଦର ବ୍ଲକର  ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ କଟକ ମହାନଗର ନିଗମ ୱାର୍ଡ ନମ୍ବର ୫୧ ତିନିଘରିଆ ଉପକଣ୍ଠ ନୟାବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ…

ବାତ୍ୟା ୟାସ ନେଇ ଆଇଏମଡିର ସୂଚନା : ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ!
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାତ୍ୟା ୟାସ ନେଇ ଆଇଏମଡିର ସୂଚନା : ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ!

ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ‘ୟାସ୍’ ବାତ୍ୟାର ରୂପନେଇ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଆକଳନ କରାଯାଇଛି । ଆଇଏମ୍ଡି ମହାନିଦେ୍ର୍ଦଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ…

ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଞ୍ଜୁର କଲେ ୫୫ ଲକ୍ଷ ଟଙ୍କା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଞ୍ଜୁର କଲେ ୫୫ ଲକ୍ଷ ଟଙ୍କା

ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟରେ କରୋନା ମହାମାରୀ ବିସ୍ପୋରଣର ରୂପ ନେଉଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟ ସରକାର ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି କରିଛନ୍ତି । ଲୋକେ ଘରେ ରହିବା ଦ୍ୱାରା କିମ୍ବା ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ନଆସିବା ଦ୍ୱାରା ଏହି ସଂକ୍ରମଣ ହ୍ରାସ ପାଇବାର…

ସାମୁଦ୍ରିକ ଝଡ଼ ‘ୟାସ୍’ ପାଇଁ ୯୦ଟି ଟ୍ରେନ ବାତିଲ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାମୁଦ୍ରିକ ଝଡ଼ ‘ୟାସ୍’ ପାଇଁ ୯୦ଟି ଟ୍ରେନ ବାତିଲ

ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ‘ୟାସ୍’ ପାଇଁ ରେଳ ବିଭାଗ ପୂର୍ବରୁ ୭୪ଟି ଟ୍ରେନ୍କୁ ବାତିଲ କରି ଥିବାବେଳେ ଏବେ ଆଉ ୧୬ଟି ଟ୍ରେନ୍କୁ ବାତିଲ କରିଛି । ତେବେ ବାତ୍ୟା ୟାସ ପାଇଁ ରେଳ ବିଭାଗ ମୋଟ୍ ୯୦ ଟ୍ରେନ୍ ଚଳାଚଳ ବାତିଲ କରିଥିବା ଜଣାପଡ଼ିଛି । ରେଳବିଭାଗର…

ୟସ ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାକୁ ଯିବେ ଓଡ଼୍ରାଫ ଟିମ୍‌
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ୟସ ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାକୁ ଯିବେ ଓଡ଼୍ରାଫ ଟିମ୍‌

ଭୁବନେଶ୍ୱର (ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ୟସ ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯିବେ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶନ ବିହାନୀ ଟିମ୍ ପଠାଯିବ । ସ୍ୱତନ୍ତ୍ର ରିଳିଫ କମିଶନଋଙ୍କ କାର୍ଯ୍ରାଳୟ ସୂତି୍ରରୁ…

ଗିରଫ ହେଲେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର
Slider ଅପରାଧ କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଗିରଫ ହେଲେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର

ନୂଆଦିଲ୍ଲୀ (ଏନ୍‌.ଏମ୍‌.) : ଏକ ହତ୍ୟା ମାମଲାରେ ଫେରାର୍ ଥିବା ଅଲିମ୍ପିକ ପଦକ ବିଜେତା ତଥା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ…

ମଣିପୁରରେ ମୃଦୁ ଭୂମିକମ୍ପ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ମଣିପୁରରେ ମୃଦୁ ଭୂମିକମ୍ପ

କଟକ,(ଏନ୍‌.ଏମ୍‌.): ଆଜି ସକାଳୁ ମଣିପୁର ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତିବ୍ରତା ରିକ୍ଟରସ୍କେଲରେ ୪.୩ ରହିଥିଲା । ତେବେ ଏହି ଭୂମିକମ୍ପ ହାଲୁକା ରହିଥିବା କୁହାଯାଉଛି । ସୂଚନା ଅନୁଯାୟୀ ଆଜି ସକାଳ ୬ଟା ୫୬ମିନିଟ ସମୟରେ ହଠାତ୍‌ ହାଲୁକା ଝଟକା ଅନୁଭବ ହୋଇଥିଲା…

ବିବାହ ବନ୍ଧନରେ ଛନ୍ଦିହେଲେ ଜାକଲିନ୍-ଅରବିନ୍ଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବିବାହ ବନ୍ଧନରେ ଛନ୍ଦିହେଲେ ଜାକଲିନ୍-ଅରବିନ୍ଦ

କଟକ,(ଏନ୍‌.ଏମ୍‌.) ଧାରାବାହିକର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ଜାକଲିନ୍ ପରିଡ଼ା ଏବଂ ଅଭିନେତା ଅରବିନ୍ଦ ମହାରଣାଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ଖାନ୍ନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ଶୁଭ ପରିଣୟ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ । କୋଭିଡ୍…