ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଆଦିବାସୀ ସେଙ୍ଗଲ ଅଭିଯାନ
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଆଦିବାସୀ ସେଙ୍ଗଲ ଅଭିଯାନ କଟକ(ଏନ୍.ଏମ୍.): ଭାରତ ଭଳି ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରରେ ଜୋର ଜବରଦସ୍ତ ଧର୍ମବିଧି ତଥା ପୂଜା ପଦ୍ଧତି ଲଦି ଦିଆଯାଉଥିବା ଅଭିଯୋଗରେ ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ପ୍ରତିବାଦ କରାଯାଇଛି । ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଆରଏସଏସ…




















