ଆରମ୍ଭ ହେଲା ରାଜନୈତିକ ଅଙ୍କକଷା: ମହା ବନ୍ଧୁମିଳନରେ ବାଣୀକଲ୍ୟାଣଙ୍କ ଶକ୍ତି ପ୍ରଦର୍ଶନ
ଆରମ୍ଭ ହେଲା ରାଜନୈତିକ ଅଙ୍କକଷା: ମହା ବନ୍ଧୁମିଳନରେ ବାଣୀକଲ୍ୟାଣଙ୍କ ଶକ୍ତି ପ୍ରଦର୍ଶନ #ବାସୁଦେବପୁର(ଏନ୍.ଏମ୍.): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏବେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ରାଜନୈତିକ ଅଙ୍କକଷା ମଧ୍ୟ ବଢ଼ିଯାଇଛି । କିଏ କେଉଁ ଦଳରୁ ପ୍ରାର୍ଥୀ ହେବ । କାହାର କାହା ସହିତ ପ୍ରତିଦ୍ୱନ୍ଦ୍ୱିତା ହେବ…



















