ଭୋଟ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ନିର୍ବାଚନ କମିଶନଙ୍କ ସମୀକ୍ଷା
ଭୋଟ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ନିର୍ବାଚନ କମିଶନଙ୍କ ସମୀକ୍ଷା [caption id="attachment_3980" align="alignnone" width="300"] (ଫାଇଲ ଫଟୋ)[/caption] ଭୁବନେଶ୍ୱର(ଏନ୍.ଏମ୍.): ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ପର୍ଯ୍ୟାୟ ଶେଷ ହୋଇଛି । ନିର୍ବାଚନରେ ପ୍ରାର୍ଥୀମାନଙ୍କ ଭାଗ୍ୟ ଏବେ ଭୋଟ ବାକ୍ସ ମଧ୍ୟରେ ଆବଦ୍ଧ ରହିଛି…




















