ଆଇପିଏଲ୍: ଆରସିବିକୁ ହରାଇଲା କେକେଆର
ଆଇପିଏଲ୍: ଆରସିବିକୁ ହରାଇଲା କେକେଆର [caption id="attachment_9245" align="alignnone" width="220"] News by Allhad Kumar Mohanty (Bureau News)[/caption] #ବାଙ୍ଗାଲୋର(ଏନ୍.ଏମ୍.): ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଦ୍ୱିତୀୟ ଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ…



















