୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ
୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ ପରିଷଦ କାମ କରୁଥିବା ଜିଲ୍ଲାଗୁଡ଼ିକରେ କାର୍ଯ୍ୟକ୍ଷମ ହେଲା କ୍ଷେତ୍ର କାର୍ଯ୍ୟାଳୟ ଭୁବନେଶ୍ୱର(ଏନ୍.ଏମ୍.): ଆଜି ପଶ୍ଚିମାଞ୍ଚଳ ବିକାଶ ପରିଷଦର ୫୮ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆହୂତ ଏହି ବୈଠକରେ ୫୭ତମ ବୈଠକର ବିବରଣୀକୁ…




















