ଯାଜପୁର ନିର୍ବାଚନୀ ହିଂସା: ଏଯାଏ ୯୮ ଜଣ ଗିରଫ ହେଲେଣି
ଯାଜପୁର ନିର୍ବାଚନୀ ହିଂସା: ଏଯାଏ ୯୮ ଜଣ ଗିରଫ ହେଲେଣି ଯାଜପୁର(ଏନ୍.ଏମ୍.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଶେଷ ହୋଇଛି । ଏହି ଅବସରରେ ରାଜ୍ୟର ୨୭ଟି ଜିଲ୍ଲାରେ ମତଦାନ ହୋଇଛି । ରାଜ୍ୟର ୬୪ଟି ବ୍ଲକର ୧୬୩ଟି ଜିଲ୍ଲାପରିଷଦ ଜୋନରେ ମତଦାତାମାନେ ପ୍ରତିନିଧିଙ୍କୁ ଭୋଟ…




















