ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା
ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା #ଭୁବନେଶ୍ୱର(ଏନ୍.ଏମ୍.): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ବିଜେପି-ବିଜେଡି ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଗୋଟିଏ ପଟେ ବିଜେପି-ବିଜେଡି ମଧ୍ୟରେ ପୂର୍ବଭଳି କାଦୁଅ ଫିଙ୍ଗା ହେଉନଥିବାବେଳେ ସ୍ପଷ୍ଟ ହେଉନି ମେଣ୍ଟ ନିଷ୍ପତ୍ତି…


















