ରାସ୍ତା ଚଉଡ଼ା କରିବା ଦାବିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରତିବାଦ: ବାଇକ ଆରୋହୀକୁ ପିଟି ଦେବାରୁ ଅଟକାଇଲେ ମୋ ବସ
ରାସ୍ତା ଚଉଡ଼ା କରିବା ଦାବିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରତିବାଦ: ବାଇକ ଆରୋହୀକୁ ପିଟି ଦେବାରୁ ଅଟକାଇଲେ ମୋ ବସ #ଜଗତପୁର(ଏନ୍.ଏମ୍.): ମହାନଦୀ ଜଗତପୁର ବ୍ୟାରେଜ ଛକ ଠାରୁ ବିରୂପା ବ୍ୟାରେଜ ଛକ ପର୍ଯ୍ୟନ୍ତ ଆଇ.ବି. ରୋଡକୁ ଚଉଡା କରିବା ପାଇଁ ବାରମ୍ବାର ଦାବି କରାଯାଉଥିବାବେଳେ କୌଣସି ସୁଫଳ ନମିଳିବାରୁ…




















