ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ:ଉଭୟ ବର୍ଗରେ ଉତ୍ତରପ୍ରଦେଶ ଚାମ୍ପିଅନ
ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ:ଉଭୟ ବର୍ଗରେ ଉତ୍ତରପ୍ରଦେଶ ଚାମ୍ପିଅନ କଟକ(ଏନ୍.ଏମ୍.): ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୭୧ତମ ସିନିୟର ଜାତୀୟ ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାର ଉଭୟ ବର୍ଗରେ ଉତ୍ତରପ୍ରଦେଶ ଦଳ ଚାମ୍ପିଅନ ହୋଇଛି । ପୁରୁଷ ଫାଇନାଲରେ ଉତ୍ତରପ୍ରଦେଶ ଦଳ ୮୦-୬୬ରେ ଉତ୍ତରାଖଣ୍ଡକୁ…





