କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ
କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.) : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୋଟସାହି ଓ ଉଚ୍ଚପଦା ପଞ୍ଚାୟତର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । କୋଟସାହି ପଞ୍ଚାୟତରେ ବ୍ଲକ୍ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ ଓ ଉଚ୍ଚପଦା ପଞ୍ଚାୟତରେ…

