ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଁ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା
ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଁ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା ବୟାଳିଶ ମୌଜା (ଏନ୍.ଏମ୍.):ସାମାଜିକ ସଂଗଠନ ପ୍ରତିଭା ସାଂସ୍କୃିତିକ କଳା ପରିଷଦ ପକ୍ଷରୁ ବନ୍ତୁଣିଆସ୍ଥିତ ବନ୍ତେଶ୍ୱର ମହାଦେବ ପୀଠରେ ଏକ କ୍ରୀଡା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଅନ ହୋଇଥିବା ୪୨ମୌଜା…




