ସାମୁଦ୍ରିକ ଝଡ ଜୱାଦ ପାଇଁ କୋଣାର୍କ ଉତ୍ସବ ବାତିଲ
ସାମୁଦ୍ରିକ ଝଡ ଜୱାଦ ପାଇଁ କୋଣାର୍କ ଉତ୍ସବ ବାତିଲ କୋଣାର୍କ(ଏନ୍.ଏମ୍.): ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ କୋଣାର୍କ ମକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମହାକୂମ୍ଭ ଓ ଚନ୍ଦ୍ରଭାଗାର ବେଳାଭୂମୀରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ।…



