କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ
କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ କଟକ(ଏନ୍.ଏମ୍.): କଟକ ସହରରେ ଏବେ କରୋନା ପୁଣି ଲେଉଟାଣୀ ନେଇଛି । ପ୍ରତିଦିନ କିଛିକିଛି ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଗୋଟିଏ ପରିବାରର ୬ଜଣ ବ୍ୟକ୍ତିଙ୍କ ନମୂନାରେ କୋଭିଡ ପଜିଟିଭ ବାହାରିଛି । ଯାହାକୁ ନେଇ…





