କୋଣାର୍କ ଉତ୍ସବ-୨୦୨୧ ଅବସରରେ ଗଣଦୌଡ
କୋଣାର୍କ ଉତ୍ସବ-୨୦୨୧ ଅବସରରେ ଗଣଦୌଡ କୋଣାର୍କ(ଏନ୍.ଏମ୍.): କୋଣାର୍କ ଉତ୍ସବ-୨୦୨୧ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବସନ୍ତ ମଞ୍ଜରୀ ପାଠାଗାର ମିଳିତ ଆନୁକୁଲ୍ୟରେ କୋଭିଡି କଟକଣା ମଧ୍ୟରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଗୋପ ତହସିଲଦାର…



