ବିଶିଷ୍ଟ ଶ୍ରମିକ ନେତା ବନମାଳି ଦାସଙ୍କ ଶ୍ରାଦ୍ଧୋତ୍ସବ
ବିଶିଷ୍ଟ ଶ୍ରମିକ ନେତା ବନମାଳି ଦାସଙ୍କ ଶ୍ରାଦ୍ଧୋତ୍ସବ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.) : ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବନମାଳି ଦାସଙ୍କର ଶ୍ରାଦ୍ଧୋତ୍ସବ କୋଭିଡ଼ ନିୟମାନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ନିଜକୁ ଶ୍ରମିକମାନଙ୍କ ହିତପାଇଁ ନିଜର ଉତ୍ସର୍ଗୀକୃତ ସେବା ଯୋଗାଇ ଆସିଥିଲେ । ଚୌଦ୍ୱାର ଅଞ୍ଚଳରେ ଓଟିଏମ୍…





