ଟାଙ୍ଗୀ ନାବଳିକା ବଳାତ୍କାର ଘଟଣା: ମୟୂରଭଞ୍ଜରୁ ଅଭିଯୁକ୍ତ ଗିରଫ
ଟାଙ୍ଗୀ ନାବଳିକା ବଳାତ୍କାର ଘଟଣା: ମୟୂରଭଞ୍ଜରୁ ଅଭିଯୁକ୍ତ ଗିରଫ ଟାଙ୍ଗୀ-ଚୌଦ୍ୱାର (ଏନ୍.ଏମ୍.): ବହୁଚର୍ଚ୍ଚିତ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଉଚ୍ଚପଦା ପଞ୍ଚାୟତର ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ଘଟଣାର ଅଭିଯୁକ୍ତକୁ ଟାଙ୍ଗୀ ଥାନା ପୁଲିସ ସୁଦୂର ଗଞ୍ଜାମ ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ନାବାଳିକା ଘରେ…

