ପଠାଣି ସାମନ୍ତ ଗଣିତ ପ୍ରତିଭା ଅନ୍ୱେଶଷ ପରୀକ୍ଷା

ପଠାଣି ସାମନ୍ତ ଗଣିତ ପ୍ରତିଭା ଅନ୍ୱେଶଷ ପରୀକ୍ଷା

ପଠାଣି ସାମନ୍ତ ଗଣିତ ପ୍ରତିଭା ଅନ୍ୱେଶଷ ପରୀକ୍ଷା
ପୁରୀ ଜିଲ୍ଲାର ୨୯ଟି କେନ୍ଦ୍ରରେ ୫୧୦୯ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ପୁରୀ ଜିଲ୍ଲାର ୨୯ଟି କେନ୍ଦ୍ରରେ ପଠାଶି ସାମନ୍ତ ଗଣିତ ପ୍ରତିଭା ଅନେଶ୍ୱଣ ପରୀକ୍ଷା ଦେଇଛନ୍ତି ୫୧୦୯ ଜଣ ଛାତ୍ରଛାତ୍ରୀ । ସକାଳ ୮ଟାରୁ ଏହି ପରିକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ଶେଷ ହୋଇଥିଲା । ଏହି ପ୍ରତିଭା ଅନେଶ୍ୱଣ ପରୀକ୍ଷାରେ ଷଷ୍ଠ ଶ୍ରେଣିର ୨୯୨୪ ଜଣ ଓ ନବମ ଶ୍ରେଣିର ୨୧୮୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗୋପ ବ୍ଲକ ଅନ୍ତର୍ଗତ କୋଣାର୍କ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣିର ପାଇଁ ୮୨ ଜଣ ଓ ନବମ ଶ୍ରେଣିର ପାଇଁ ୪୯ ଜଣ ମୋଟ ୧୩୧ ଜଣ ପରୀକ୍ଷା ଦେବା ପାଇଁ ଆବେଦନ କରିଥିବା ବେଳେ ଉଭୟ ଶ୍ରେଣିରୁ ଦୁଇ ଦୁଇ ଜଣ ମୋଟ ୪ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ ୧୨୭ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି ।
ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଈଶାଣେଶ୍ୱର ବିଦ୍ୟା ପୀଠରେ ଷଷ୍ଠ ଶ୍ରେଣୀ ପାଇଁ ୧୦୨ ଓ ନବମ ଶ୍ରେଣୀ ପାଇଁ ୫୭ ମୋଟ ୧୫୯ ଜଣ, ସୁରେନ୍ଦ୍ର ବିଦ୍ୟା ପୀଠରେ ଷଷ୍ଠ ଶ୍ରେଣୀ ପାଇଁ ୧୦୦ ଓ ନବମ ଶ୍ରେଣୀ ପାଇଁ ୬୦ ମୋଟ ୧୬୦ ଜଣ, ବ୍ରହ୍ମଗିରୀ ବ୍ଲକ ଅନ୍ତର୍ଗତ ବ୍ରହ୍ମଗିରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୧୪୪ ଓ ନବମ ଶ୍ରେଣୀ ପାଇଁ ୬୯ ମୋଟ ୨୧୩ ଜଣ, ରେବଣା ନୂଆଗାାଁ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୭୭ ଓ ନବମ ଶ୍ରେଣୀ ପାଇଁ ୯୯ ମୋଟ ୧୫୬ ଜଣ, ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୧୫୨ ଓ ନବମ ଶ୍ରେଣୀ ପାଇଁ ୫ ମୋଟ ୧୫୭ ଜଣ, ରାଧାକାନ୍ତ ବିଦ୍ୟାପୀଠରେ ଷଷ୍ଠ ଶ୍ରେଣୀ ପାଇଁ ୪୪ ଓ ନବମ ଶ୍ରେଣୀ ପାଇଁ ୯୦ ମୋଟ ୧୩୪ ଜଣ, ଗୋପ ବ୍ଲକ ଅନ୍ତର୍ଗତ ଗଣେଶ୍ୱରପୁର ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୯୪ ଓ ନବମ ଶ୍ରେଣୀ ପାଇଁ ୭୧ ମୋଟ ୧୬୫ ଜଣ, କୋଣାର୍କ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୮୨ ଓ ନବମ ଶ୍ରେଣୀ ପାଇଁ ୪୯ମୋଟ ୧୩୧ ଜଣ, ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୯୩ ଓ ନବମ ଶ୍ରେଣୀ ପାଇଁ ୭୨ ମୋଟ ୧୬୫ ଜଣ, କାକଟପୁର ବ୍ଲକ ଅନ୍ତର୍ଗତ କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୪୯ ଓ ନବମ ଶ୍ରେଣୀ ପାଇଁ ୧୪୧ ମୋଟ ୧୯୦ ଜଣ, କାକଟପୁର ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୨୦୩ ଓ ନବମ ଶ୍ରେଣୀ ପାଇଁ ୨୦ ମୋଟ ୨୨୩ ଜଣ, କଣାସ ବ୍ଲକ ଅନ୍ତର୍ଗତ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୧୭୨ ଓ ନବମ ଶ୍ରେଣୀ ପାଇଁ ୪୮ ମୋଟ ୨୧୬ ଜଣ, ଏମ.ବି.ଡି.ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୩୩ ଓ ନବମ ଶ୍ରେଣୀ ପାଇଁ ୧୦୯ ମୋଟ ୧୪୨ ଜଣ, କଣାସ ବ୍ଲକ ଅନ୍ତର୍ଗତ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୧୭୨ ଓ ନବମ ଶ୍ରେଣୀ ପାଇଁ ୪୮ ମୋଟ ୨୧୬ ଜଣ, କୃଷ୍ଣପ୍ରଦାସ ବ୍ଲକ ଅନ୍ତର୍ଗତ ପଣସପଦା ସ୍ଥିତ ହରିହରାନ୍ଦ ବିଦ୍ୟାପୀଠରେ ଷଷ୍ଠ ଶ୍ରେଣୀ ପାଇଁ ୫୪ ଓ ନବମ ଶ୍ରେଣୀ ପାଇଁ ୩୭ ମୋଟ ୯୧ ଜଣ, କମଳେଶ୍ୱର ବିଦ୍ୟାପୀଠରେ ଷଷ୍ଠ ଶ୍ରେଣୀ ପାଇଁ ୯୩ ଓ ନବମ ଶ୍ରେଣୀ ପାଇଁ ୩୭ ମୋଟ ୧୩୦ ଜଣ, ମାଲୁଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୭୮ ଓ ନବମ ଶ୍ରେଣୀ ପାଇଁ ୭୮ ମୋଟ ୧୫୬ ଜଣ, ନିମାପଡା ବ୍ଲକ ଅନ୍ତର୍ଗତ ଚିନ୍ତାମଣି ନୋଡାଲ ବିଦ୍ୟାପୀଠରେ ଷଷ୍ଠ ଶ୍ରେଣୀ ପାଇଁ ୧୧୦ ଓ ନବମ ଶ୍ରେଣୀ ପାଇଁ ୯୪ ମୋଟ ୨୦୪ ଜଣ, ଜେ.ବି.ଆର. ସରକାରୀ ଉଚ୍ଚ ବିଦ୍ୟାଳୟ ନିମାପଡାରେ ଷଷ୍ଠ ଶ୍ରେଣୀ ପାଇଁ ୧୧୧ ଓ ନବମ ଶ୍ରେଣୀ ପାଇଁ ୯୮ ମୋଟ ୨୦୯ ଜଣ, ନିମାପଡା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୧୫୦ ଓ ନବମ ଶ୍ରେଣୀ ପାଇଁ ୧୨୨ ମୋଟ ୨୭୨ ଜଣ, ପିପିଲି ବ୍ଲକ ଅନ୍ତର୍ଗତ ଜେ.ଏମ. ଉଚ୍ଚ ବିଦ୍ୟାଳୟ ଦାଣ୍ଡମକୁନ୍ଦିପୁରରେ ଷଷ୍ଠ ଶ୍ରେଣୀ ପାଇଁ ୧୦୮ ଓ ନବମ ଶ୍ରେଣୀ ପାଇଁ ୬୪ ମୋଟ ୧୭୦ ଜଣ, ଜବାହାର ବିଦ୍ୟାପୀଠ ପିପିଲିରେ ଷଷ୍ଠ ଶ୍ରେଣୀ ପାଇଁ ୬୭ ଓ ନବମ ଶ୍ରେଣୀ ପାଇଁ ୯୧ ମୋଟ ୧୫୮ ଜଣ, ପିପିଲି ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୭୮ ଓ ନବମ ଶ୍ରେଣୀ ପାଇଁ ୮୦ ମୋଟ ୧୫୮ ଜଣ, ସତ୍ୟବାଦି ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାଖିଗୋପାଳରେ ଷଷ୍ଠ ଶ୍ରେଣୀ ପାଇଁ ୭୮ ଓ ନବମ ଶ୍ରେଣୀ ପାଇଁ ୭୮ ମୋଟ ୧୫୭ ଜଣ, ସତ୍ୟବାଦି ଉଚ୍ଚ ବିଦ୍ୟାଳୟ ସାଖିଗୋପାଳରେ ଷଷ୍ଠ ଶ୍ରେଣୀ ପାଇଁ ୯୫ ଓ ନବମ ଶ୍ରେଣୀ ପାଇଁ ୯୦ ମୋଟ ୧୮୫ ଜଣ, ପୁରୀ ପୌରାଞ୍ଚଳ ଅନ୍ତର୍ଗତ ଜି.ଜି. ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୧୦୦ ଓ ନବମ ଶ୍ରେଣୀ ପାଇଁ ୯୭ ମୋଟ ୧୯୭ ଜଣ, ଗଙ୍ଗାଧର ନୋଡାଲ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୬୮ ଓ ନବମ ଶ୍ରେଣୀ ପାଇଁ ୯୫ ମୋଟ ୧୬୩ ଜଣ, ପୁରୀ ଜିଲ୍ଲା ସ୍କୁଲରେ ରେ ଷଷ୍ଠ ଶ୍ରେଣୀ ପାଇଁ ୧୯୦ ଓ ନବମ ଶ୍ରେଣୀ ପାଇଁ ୧୦୫ ମୋଟ ୨୯୫ ଜଣ, ସେହିପରୀ ପୁରୀ ସଦର ଅନ୍ତର୍ଗତ ଭାର୍ଗବି ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୯୧ ଓ ନବମ ଶ୍ରେଣୀ ପାଇଁ ୮୪ ମୋଟ ୧୭୮ ଜଣ, ବୀର ହରେକୃଷ୍ଣପୁର ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୧୧୦ ଓ ନବମ ଶ୍ରେଣୀ ପାଇଁ ୬୬ ମୋଟ ୧୭୬ ଜଣ, ମୋଟ ଷଷ୍ଠ ଶ୍ରେଣୀ ପାଇଁ ୨୯୨୪ ଏବଂ ନବମ ଶ୍ରେଣୀ ପାଇଁ ୨୧୮୫ ସର୍ବମୋଟ ୫୧୦୯ଜଣ ପରୀକ୍ଷା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି