ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ୧୦୯୭୭୧ ମାମଲାର ଫଇସଲା

ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ୧୦୯୭୭୧ ମାମଲାର ଫଇସଲା

ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ୧୦୯୭୭୧ ମାମଲାର ଫଇସଲା

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ଜାତୀୟ ଆଇନସେବା ପ୍ରାଧିକରଣ କର୍ତୃପକ୍ଷଙ୍କ ନିର୍ଦ୍ଦେଶାନୁଯାୟୀ ଆଜି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲା କୋର୍ଟରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତରେ ସମୁଦାୟ ୧୦୯୭୭୧ ମାମଲାର ଫଇସଲା କରାଯାଇଛି । ଉପରୋକ୍ତ ମାମଲାକୁ ୨୧, ୮୧, ୮୫, ୨୦୮ ଟଙ୍କାରେ ଫଇସଲା କରାଯାଇଛି । ଏଥିମଧ୍ୟରୁ ୨୨୯ଟି ମୋଟର ଦୁର୍ଘଟଣା ଜନିତ ମାମଲା ହୋଇଥିବାବେଳେ ୨୦ଟି ଉପରୋକ୍ତା, ୯୬ଟି ଜମି ଅଧିଗ୍ରହଣ, ୨୩୦ଟି ପାରିବାରିକ ବିବାଦ, ୧୦୯୦୭୫ଟି ରାଜସ୍ୱ, ସମ୍ପର୍କିତ ଓ ଅନ୍ୟାନ୍ୟ ୧୪୮ଟି ମାମଲା ଅନ୍ତର୍ଭୁକ୍ତ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ