କଟକ ଜିଲ୍ଲା କଲରାବାଙ୍କ ଠାରେ କିସ ଅନୁଷ୍ଠାନ ପକ୍ଷରୁ ଖୋଲିଲା ସ୍ୱତନ୍ତ୍ର ଶାଖା

କଟକ ଜିଲ୍ଲା କଲରାବାଙ୍କ ଠାରେ କିସ ଅନୁଷ୍ଠାନ ପକ୍ଷରୁ ଖୋଲିଲା ସ୍ୱତନ୍ତ୍ର ଶାଖା
କଟକ (ଏନ୍‌.ଏମ୍‌.): କଲରାବାଙ୍କ ଠାରେ ମଧ୍ୟ ଭୁବନେଶ୍ୱର କିଟ, କିସ ଅନୁଷ୍ଠାନ ଭଳି ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି କିଟ୍‌ର ମୁଖ୍ୟ ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅନୁଷ୍ଠାନର ଶୁଭ ଉଦ୍‌ଘାଟନ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି