ଆଠଗଡ଼ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଆଠଗଡ଼ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଆଠଗଡ଼ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଜେନାପଦା ଗୁଳିମାଡ଼ ହତ୍ୟା ଘଟଣାରେ ଆଠଗଡ଼ ପୋଲିସ୍ କୁ ବଡ ସଫଳତା । ଆଠଗଡ଼ ପୋଲିସ୍ ଏକ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଅବସରପ୍ରାପ୍ତ ସୈନିକ ସଦାନନ୍ଦ ଦାସକୁ ଗିରଫ କରିଛି ଆଠଗଡ଼ ପୋଲିସ୍ । ଆଠଗଡ଼ ପୋଲିସ୍ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ସଦାନନ୍ଦ ଦାସ ଗିରଫ କରିଛି ପୋଲିସ୍ । ହତ୍ୟାରେ ବ୍ୟବହୃତ ମାଉଜର ସହିତ ୩୫ ଜୀବନ୍ତ ଗୁଳି ଜବତ କରିଛି ଆଠଗଡ଼ ପୁଲିସ । ଏହି ଗୁଳିମାଡ଼ ହାତ୍ୟା କାଣ୍ଡରେ ତିନି ଜଣ ଆହତ ହୋଇଥିବା ବେଳେ ବଂଶୀଧର ନାୟକଙ୍କ ଚିକିତ୍ସା ଧିନ ଅବସ୍ତାରେ ମୃତ୍ୟୁ ହୋଇଥିଲା । ଗତ ଫେବୁୟାରୀ ମାସରେ ଜେନାପଦା ମଝି ସାହିରେ ପ୍ରେମ ଜନିତ ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତ ସଦାନନ୍ଦ ଦାସ ତିନି ଜଣ ଙ୍କୁ ଗୁଳି ମାଡ଼ କରି ଫେରାର ରହିଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ