ଅଳକାନନ୍ଦା ପାଣିଗ୍ରାହୀ ହକି ଓଡିଶାର ଯୁଗ୍ମ ସମ୍ପାଦିକା ନିର୍ବାଚିତ

ଅଳକାନନ୍ଦା ପାଣିଗ୍ରାହୀ ହକି ଓଡିଶାର ଯୁଗ୍ମ ସମ୍ପାଦିକା ନିର୍ବାଚିତ

ଅଳକାନନ୍ଦା ପାଣିଗ୍ରାହୀ ହକି ଓଡିଶାର ଯୁଗ୍ମ ସମ୍ପାଦିକା ନିର୍ବାଚିତ


# କଟକ(ଏନ୍‌.ଏମ୍‌.): ସୁପରିଚିତା ସମାଜସେବୀ, ଗାୟିକା ତଥା ଆଇନଜୀବୀ ଅଳକାନନ୍ଦା ପାଣିଗ୍ରାହୀ ହକି ଓଡିଶାର ଯୁଗ୍ମ ସଂପାଦିକା ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ବାରବାଟୀ ଷ୍ଟାଡିୟମର ଗେଷ୍ଟ ହାଉସଠାରେ ଆୟୋଜିତ ହକି ଓଡିଶାର ସାଧାରଣ ବୈଠକରେ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ତାଙ୍କୁ ଏହି ପଦବୀରେ ନିର୍ବାଚିତ କରାଯାଇଥିବାରୁ ଶ୍ରୀମତୀ ପାଣିଗ୍ରାହୀ ହକି ଓଡିଶାର ସମସ୍ତ ସଦସ୍ୟମାନଙ୍କୁ ବିଶେଷକରି ସାଧାରଣ ସମ୍ପାଦକ ପ୍ରତାପ ଶତପଥୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ