ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ହେଲେ ବାଲେଶ୍ୱରନାଥ ସାହୁ

ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ହେଲେ ବାଲେଶ୍ୱରନାଥ ସାହୁ କଟକ(ଏନ୍‌.ଏମ୍‌.): ରାଜ୍ୟ ଜଳ ସଂପଦ ବିଭାଗର ନିର୍ଦ୍ଦେଶ କ୍ରମେ ଇଂ ବାଲେଶ୍ୱରନାଥ ସାହୁ ଆଜି କଟକ ମହାନଦୀବିହାରସ୍ଥିତ ଡ୍ରେନେଜ୍ ଡିଭିଜନର ମୁଖ୍ୟ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଜିଲ୍ଲାରେ ମହାନଦୀ ସାଉଥର ନିର୍ବାହୀ ଯନ୍ତ୍ରୀ ଓ ପରେ ପରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଇଂ. ସାହୁ ନଦୀବନ୍ଧର ସୁରକ୍ଷା, କେନାଲ ରାସ୍ତା ମରାମତି, ସବ୍ ଓ ମାଇନର୍ କେନାଲର…

Read More

ମାଟ୍ରିକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା : ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ କଲେ ଫର୍ମ ପୂରଣ

ମାଟ୍ରିକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା : ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ କଲେ ଫର୍ମ ପୂରଣ କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଅଫଲାଇନରେ ପରୀକ୍ଷା ଦେବେ । ଏଥିଲାଗି ଫର୍ମପୂରଣ କରିଛନ୍ତି । ଚଳିତ ବର୍ଷ ଅଫଲାଇନରେ ବାର୍ଷିକ ପରୀକ୍ଷା ଲାଗି ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।…

Read More

ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା: ଘରକୁ ପଠାଇଲା ଅସହାୟଙ୍କ ମୃତଦେହ

ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା: ଘରକୁ ପଠାଇଲା ଅସହାୟଙ୍କ ମୃତଦେହ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ଦ୍ୱାରା ଜନସେବା କାର୍ଯ୍ୟରେ ଜାରି ହୋଇଥିବା ଓଡ଼ିଶା ମୋ ପରିବାର ସର୍ବଦା ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ଚାଲିଛି । ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ନିଜକୁ ସାମିଲ କରି ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଛି । ଏହି ଅବସରରେ ଆଜି ଜଣେ ଅସହାୟ ପରିବାରର ଶିଶୁ ମୃତ୍ୟୁ…

Read More

ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର

ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ କରୋନା କଟକଣାକୁ କୋହଳ କରି ଆସନ୍ତାକାଲି ଠାରୁ ବସ୍ ଚଳାଚଳ ପାଇଁ ରାଜ୍ୟସରକାର ଅନୁମତି ଦେଇଛନ୍ତି । ତେବେ ଆଜି ଜୁଲାଇ ମାସ ପାଇଁ ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରାଯାଇଥିବା ରାଜ୍ୟସରକାର କହିଛନ୍ତି । ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସଗୁଡ଼ିକୁ ଜୁଲାଇ ମାସର ଟିକସ ଦେବ ପଡ଼ିବ ନାହିଁ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ…

Read More

ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍‌ଡାଉନ କଟକଣା

ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍‌ଡାଉନ କଟକଣା ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ସଂକ୍ରମଣକୁ ନେଇ ରାଜ୍ୟରେ ସେଭଳି କିଛି ଉନ୍ନତି ପରିଲକ୍ଷିତ ହୋଇ ନାହିଁ । ଅମାନିଆମାନଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମଣ ପୂର୍ବଭଳି ରହିଛି । ତେଣୁ ଏଥର ରାଜ୍ୟର ସମସ୍ତ ଜିଲ୍ଲାକୁ କଟକଣା ମୁକ୍ତ କରାଯାଇ ନାହିଁ । ପୂର୍ବଭଳି କଟକଣା ବଳବତର ରହିବ ବୋଲି ଆଜି ଲକ୍‌ଡାଉନ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସଂକ୍ରମଣ ଦୃଷ୍ଟିରୁ ପୂର୍ବଭଳି…

Read More

ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ

ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ କଟକ(ଏନ୍‌.ଏମ୍‌.): ଟ୍ୟାକ୍ସ ଫାଙ୍କିବା ପାଇଁ ବେଆଇନ କାର୍ଯ୍ୟ ଚାଲିଥିବାବେଳେ କମିଶନରେଟ ପୁଲିସ ହାତରେ ଧରାଡ଼ିଛି । ସୁନା ବ୍ୟବସାୟ କ୍ଷେତ୍ରରେ ଟ୍ୟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ମାନେ କିଭଳି ଚୋରାରେ ସୁନା ଅଳଙ୍କାର ଆଣି କଟକରେ ବ୍ୟବସାୟ କରୁଥିଲେ ଆଜି ସେ ସମ୍ପର୍କରେ କମିଶନରେଟ ପୁଲିସ ପର୍ଦ୍ଦା ଫାସ କରିଛି । ପଞ୍ଜାବରୁ ବ୍ୟାପକ ପରିମାଣର ସୁନା ଅଳଙ୍କାର ଆସି କଟକର…

Read More

ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ

ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ମହାମାରୀ କରୋନାର ‘ଆର’ ଫ୍ୟାକ୍ଟର ବୃଦ୍ଧି ପାଉଥିବାରୁ ଏହାକୁ ନେଇ କେନ୍ଦ୍ର ସରକାର ଉଦ୍‍ବେଗ ପ୍ରକାଶ କରିଛନ୍ତି । ତେଣୁ ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ଲୋକମାନେ କେମିତି…

Read More

କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: ଏଥର ଯାନବାହନର ବୃଦ୍ଧି ପାଇବ ସ୍ପିଡ ସୀମା

କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: ଏଥର ଯାନବାହନର ବୃଦ୍ଧି ପାଇବ ସ୍ପିଡ ସୀମା ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଗାଡ଼ିଗୁଡ଼ିକର ସ୍ପିଡ ବୃଦ୍ଧି କରିବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା ରାସ୍ତାରେ ଯାନବାହନର ଗତି ଆହୁରି ବୃଦ୍ଧି ପାଇବ । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗୋଟିଏ ପଟେ ରାସ୍ତାରେ ଯାନବାହନର ଗତି ବୃଦ୍ଧି ହେଉଥିବା ଯୋଗୁଁ ଅଧିକ ଦୁର୍ଘଟଣା ହେଉଥିଲା । ଏଥି ପାଇଁ ରାଜ୍ୟ ପୁଲିସ ଓ ସ୍ଥାନୀୟ…

Read More

ମୋ ସ୍କୁଲ ଅଭିଯାନକୁ ୩ଲକ୍ଷ ଟଙ୍କା ପ୍ରଦାନ କଲେ ଦେବାଶିଷ ସାମନ୍ତରାୟ

ମୋ ସ୍କୁଲ ଅଭିଯାନକୁ ୩ଲକ୍ଷ ଟଙ୍କା ପ୍ରଦାନ କଲେ ଦେବାଶିଷ ସାମନ୍ତରାୟ କଟକ(ଏନ୍‍.ଏମ୍‍.): ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ଯାହା ଜୀବନବ୍ୟାପୀ ସମସ୍ତଙ୍କ ଭାବାବେଗ ସହିତ ଯୋଡ଼ି ହୋଇ ରହିଥାଏ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପରିକଳ୍ପନା ହେଉଛି “ମୋ-ସ୍କୁଲ ଅଭିଯାନ’ । କରୋନା ମହାମାରୀର ଏହି କଠିନ ପରିସ୍ଥିତି ମଧ୍ୟରେ ଆଜି କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ବାରବାଟୀ-କଟକ ପୂର୍ବତନ ବିଧାୟକ…

Read More

ପୂର୍ବତନ କର୍ପୋରେଟରଙ୍କ ପକ୍ଷରୁ ହଇରାଣପୁର କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ପୂର୍ବତନ କର୍ପୋରେଟରଙ୍କ ପକ୍ଷରୁ ହଇରାଣପୁର କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ସିଡିଏ ସେକ୍ଟର ୬ ସ୍ଥିତ ସିଏମସି ଦ୍ୱାରା ମାନ୍ୟତାପ୍ରାପ୍ତ ହଇରାଣପୁର ବସ୍ତିର କର୍ମକର୍ତ୍ତାମାନଙ୍କୁ ୬ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଶ୍ରୀମତୀ ସାହୁ କର୍ମକର୍ତ୍ତାଙ୍କୁ ଉତ୍ତରୀୟ, ଏନ-୯୫ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ ସେବା ସଂସ୍ଥା ଲିସାର ଆବାହକ ତଥା ଆଇନଜୀବୀ…

Read More

ଅହମ୍ମଦାବାଦ ରଥଯାତ୍ରାରେ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ ରଥଯାତ୍ରାରେ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ ଅହମ୍ମଦାବାଦ (ଏନ୍‌.ଏମ୍‌.): ଗୁଜରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅଡ଼ାଲଜ ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯାଇଛି । ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର (ଜେ.ସି.ଏ.ଆର୍.ସି) ଆନୁକୂଲ୍ୟରେ ଆୟୋଜିତ ଏହି ରଥଯାତ୍ରାରେ କରୋନା ମହାମାରୀର ଆତଙ୍କକୁ ଭ୍ରୁକ୍ଷେପ ନ କରି ଯୋଗଦେଇଥିବା ସିମିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା…

Read More

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ କଟକ(ଏନ୍‌.ଏମ୍‌.): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ନିତ୍ୟ-ପ୍ରୟୋଜନୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଆସନ୍ତା ଜୁଲାଇ ୧୫ ତାରିଖ ଦିନ ସାରା ଓଡିଶା ପ୍ରତିବାଦ ଦିବସ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ପାଇଁ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସଂପାଦକ ବିଶ୍ୱାବସୁ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।…

Read More