ଏସସିବିରେ ରୋଗୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଟକ ସୁରକ୍ଷା ମଞ୍ଚ
ଏସସିବିରେ ରୋଗୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଟକ ସୁରକ୍ଷା ମଞ୍ଚ କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ (ଏସସିବି)ରେ ଅସହାୟ, ନିରାଶ୍ରୟ ରୋଗୀଙ୍କୁ ସେବା, ଚିକିତ୍ସା ଯୋଗାଇବାରେ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ବିପଦପୂର୍ଣ୍ଣ ହେବା ସହ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ମୋ କଟକ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି । ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଅବହେଳା କରିଥିବା ଅଧିକାରୀ, କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମେଡ଼ିକାଲ…
