ଯୋଗ୍ୟ ବିବେଚିତ ବାସହୀନ ସାହି-ବସ୍ତିବାସିନ୍ଦାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଦାବି

ଯୋଗ୍ୟ ବିବେଚିତ ବାସହୀନ ସାହି-ବସ୍ତିବାସିନ୍ଦାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଦାବି କଟକ(ଏନ୍‌.ଏମ୍‌.): ସକାଳ ୧୦ଟା ସମୟରେ ସ୍ଥାନୀୟ ଶିଶୁଭବନ ନିକଟସ୍ଥ ପୀର ପଡ଼ିଆ ସିଂ ରୋଡ଼ଠାରେ ବସ୍ତିବାସୀଙ୍କ ଏକତାମଞ୍ଚ ତରଫରୁ ଏକ ଗଣକନ୍‌ଭେନ୍‌ସନ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ସେଖ୍ ଅବ୍‌ଦୁଲ୍ଲାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କନ୍‌ଭେନ୍‌ସନର ଉଦ୍ଦେଶ୍ୟ ସମ୍ପର୍କରେ ଏକତା ମଞ୍ଚ ସଂପାଦକ ଆଇନଜୀବୀ ହେମେନ୍ଦ୍ର ସାମଲ ନିଜ ବକ୍ତବ୍ୟ ରଖିଥିଲେ । ଗତ ୨୦୨୦ ମସିହା ଅକ୍ଟୋବର ମାସରେ ସିଏମସି ପକ୍ଷରୁ…

Read More

ସିଏମସିରେ କାୟାବିସ୍ତାର କରୁଛି ଦୁର୍ନୀତି: ଧରାପଡ଼ିଲା ଜାଲ ଚେକ୍‌ରେ ଅର୍ଥ କାରବାର, ପୁରୀଘାଟ ଥାନାରେ ଏତଲା

ସିଏମସିରେ କାୟାବିସ୍ତାର କରୁଛି ଦୁର୍ନୀତି: ଧରାପଡ଼ିଲା ଜାଲ ଚେକ୍‌ରେ ଅର୍ଥ କାରବାର, ପୁରୀଘାଟ ଥାନାରେ ଏତଲା କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଚାଲିଥିବା ଅଭିଯୋଗ ହେଉଛି । ଆବାସ ଯୋଜନା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଛି । ତେବେ ଏଥିରେ ସିଏମସିର ବିଭାଗୀୟ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ଥିବା ସହରରେ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ଯୋଜନାରେ ବ୍ୟାପକ…

Read More

ଧବଳେଶ୍ୱର ସେତୁ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଶେଷ: ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ

ଧବଳେଶ୍ୱର ସେତୁ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଶେଷ: ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ # କଟକ(ଏନ୍‌.ଏମ୍‌.): ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଯାତାୟତ କରିବା ଲାଗି ମହାନଦୀରେ ନିର୍ମାଣ ହେବାକୁ ଥିବା ନୂତନ ସେତୁର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଗତ ୨୦୧୭ ମସିହାରେ ଏହି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ ନିର୍ମାଣ ବିଭାଗକୁ ୧୯ କୋଟି ୮୭ ଲକ୍ଷ ଟଙ୍କାର ଆର୍ôଥକ ଅନୁଦାନ ଯୋଗାଇ ଦିଆଯାଇଥିଲେ ହେଁ ନଦୀ ଶଯ୍ୟାର ପାଇଲିଂ…

Read More

ଅଳକାନନ୍ଦା ପାଣିଗ୍ରାହୀ ହକି ଓଡିଶାର ଯୁଗ୍ମ ସମ୍ପାଦିକା ନିର୍ବାଚିତ

ଅଳକାନନ୍ଦା ପାଣିଗ୍ରାହୀ ହକି ଓଡିଶାର ଯୁଗ୍ମ ସମ୍ପାଦିକା ନିର୍ବାଚିତ # କଟକ(ଏନ୍‌.ଏମ୍‌.): ସୁପରିଚିତା ସମାଜସେବୀ, ଗାୟିକା ତଥା ଆଇନଜୀବୀ ଅଳକାନନ୍ଦା ପାଣିଗ୍ରାହୀ ହକି ଓଡିଶାର ଯୁଗ୍ମ ସଂପାଦିକା ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ବାରବାଟୀ ଷ୍ଟାଡିୟମର ଗେଷ୍ଟ ହାଉସଠାରେ ଆୟୋଜିତ ହକି ଓଡିଶାର ସାଧାରଣ ବୈଠକରେ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ତାଙ୍କୁ ଏହି ପଦବୀରେ ନିର୍ବାଚିତ କରାଯାଇଥିବାରୁ ଶ୍ରୀମତୀ ପାଣିଗ୍ରାହୀ ହକି ଓଡିଶାର ସମସ୍ତ ସଦସ୍ୟମାନଙ୍କୁ ବିଶେଷକରି ସାଧାରଣ ସମ୍ପାଦକ ପ୍ରତାପ…

Read More

ଆଗ୍ରାହାଟ ଗ୍ରାମରେ ସମସ୍ୟା ନେଇ କୁହୁଳୁଛି ଅସନ୍ତୋଷ: ପୂର୍ବତନ ବିଧାୟକଙ୍କୁ ସ୍ମାରକପତ୍ର

ଆଗ୍ରାହାଟ ଗ୍ରାମରେ ସମସ୍ୟା ନେଇ କୁହୁଳୁଛି ଅସନ୍ତୋଷ: ପୂର୍ବତନ ବିଧାୟକଙ୍କୁ ସ୍ମାରକପତ୍ର # ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ସରକାର ରାଜ୍ୟରେ ସମସ୍ତ ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ସଂଖ୍ୟାଧିକ ଯୋଜନା ପ୍ରଚଳନ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଯୋଗୁଁ ତାହା ଦିଗହରା ହୋଇ ପଡ଼ୁଛି । ଏପରିକି ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଥିବା…

Read More

ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ଜନିତ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ

ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ଜନିତ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ଜନିତ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସତ୍ୟରଞ୍ଜନ ସାହୁ, ଯୁଗ୍ମ ନିର୍ଦ୍ଦେଶକ ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ…

Read More

ବିଧାନସଭା ଭିତରେ ମିଳିଲା ଗୁପ୍ତ ସୁଡ଼ଙ୍ଗ, ଲମ୍ବ ୭ କିଲୋମିଟର୍‌

ବିଧାନସଭା ଭିତରେ ମିଳିଲା ଗୁପ୍ତ ସୁଡ଼ଙ୍ଗ, ଲମ୍ବ ୭ କିଲୋମିଟର୍‌ # ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଦିଲ୍ଲୀ ବିଧାନସଭାରେ ଏକ ରହସ୍ୟମୟ ସୁଡ଼ଙ୍ଗର ସତ୍ତା ମିଳିଛି । ବିଧାନସଭାର ଏକ ପାର୍ଶ୍ୱରୁ ଏହାର ପ୍ରବେଶ ପଥ ଚିହ୍ନଟ ହୋଇଛି । ଏହି ସୁଡଙ୍ଗର ଲମ୍ବ ପ୍ରାୟ ୭ କିଲୋମିଟର୍ ହେବ ବୋଲି କୁହାଯାଉଛି, ଯାହା ଏଠାରୁ ଲାଲକିଲ୍ଲାକୁ ସଂଯୋଗ କରିଥିବା କୁହାଯାଉଛି । ପ୍ରାୟ ୩ ଫୁଟ୍ ଓସାରର ଏହି ସୁଡ଼ଙ୍ଗ ବ୍ରିଟିଶ ସମୟର ବୋଲି ଅନୁମାନ କରାଯାଉଛି ।…

Read More

ଟ୍ରକ ଧକ୍‌କାରେ ସାଇକେଲ ଆରୋହୀଙ୍କ ଜୀବନଗଲା

ଟ୍ରକ ଧକ୍‌କାରେ ସାଇକେଲ ଆରୋହୀଙ୍କ ଜୀବନଗଲା # ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ଓଟିଏମ ଦୁର୍ଗାବଜାର ନିକଟରେ ଆଜି ଶୁକ୍ରବାର ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ସାଇକେଲ ଅ।।ରୋହୀଙ୍କ ମୃତ୍ୟୁ ହୋଇଛି । ଖବର ନେବାରେ ଜଣାପଡ଼ିଛି ଯେ, ଅନୁଗୁଳରୁ ମଙ୍ଗୁଳି ଅଭିମୁଖେ ଯାଉଥିବା ଏକ ମିନି କଣ୍ଟେନର ଆଇଚର ଟ୍ରକ ସାଇକେଲରେ ମଙ୍ଗୁଳି ଅଭିମୁଖେ ଯାଉଥିବା ବେଲେ ଦୁର୍ଗାବଜାର ଛକ ଠାରେ ଦୁର୍ଘଟଣା ଘଟିଥିଲା ।…

Read More

ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ କରୋନା ପ୍ରଭାବିତଙ୍କୁ ରିଲିଫ ବଣ୍ଟନ

ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ କରୋନା ପ୍ରଭାବିତଙ୍କୁ ରିଲିଫ ବଣ୍ଟନ # କଟକ(ଏନ୍‌.ଏମ୍‌.): ସରକାରଙ୍କ ପକ୍ଷରୁ କରୋନା କଟକଣାକୁ କୋହଳ କରାଯାଇ ସପ୍ତାହାନ୍ତ ସର୍ଟଡାଉନକୁ ହଟାଇ ଦିଆଯାଇଥିଲେ ମଧ୍ୟ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ଏବେ ବି ସୁଧୁରି ପାରିନାହିଁ । ଦୀର୍ଘ ଦିନ ଧରି ରୋଜଗାର ହରାଇବା ପରେ ଲୋକେ ଆଜିବି ଆର୍ଥିକ ସଂକଟରେ ବସବାସ କରୁଛନ୍ତି । ଏପରିକି ଓଳିଏ ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡ଼ୁଛି । ତେବେ ଜନସାଧାରଣଙ୍କ…

Read More

ଧାବିକା ଦୂତିଙ୍କ ଅଭିଯୋଗ କ୍ରମେ ୱେବ୍ ଚ୍ୟାନେଲ୍ ସମ୍ପାଦକଙ୍କୁ ଉଠାଇ ନେଲା ପୁଲିସ୍‌

ଧାବିକା ଦୂତିଙ୍କ ଅଭିଯୋଗ କ୍ରମେ ୱେବ୍ ଚ୍ୟାନେଲ୍ ସମ୍ପାଦକଙ୍କୁ ଉଠାଇ ନେଲା ପୁଲିସ୍‌ ଭୁବନେଶ୍ୱର (ଏନ୍‌.ଏମ୍‌.): ଅଲିମ୍ପିଆନ ଦୂତୀଚାନ୍ଦଙ୍କ ଅଭିଯୋଗ କ୍ରମେ ଏକ ୱେବ୍ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତଙ୍କୁ ପୁଲିସ ଉଠାଇ ନେଇଛି । ଭୁବନେଶ୍ୱର ମହିଳା ଥାନା ପୁଲିସ୍ ସୁଧାଂଶୁଙ୍କୁ ତାଙ୍କ ଝାରପଡ଼ା ସ୍ଥିତ ଅଫିସରୁ ଉଠାଇ ନେଇଥିବା ଜଣାପଡ଼ିଛି । ଦୂତୀ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ସୁଧାଂଶୁଙ୍କ ୱେବ୍ ଚ୍ୟାନେଲ୍ ସଦାବେଳେ ଅପମାନଜନକ ଖବର ପ୍ରସାରଣ କରାଯାଉଛି ।…

Read More

ଶେଷରେ ବନ୍ଧାହେଲେ ଗୁରୁଜୀ: ଲାଗିଛି ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧୀକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିଦେବା ଭଳି ଦଫା

ଶେଷରେ ବନ୍ଧାହେଲେ ଗୁରୁଜୀ: ଲାଗିଛି ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧୀକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିଦେବା ଭଳି ଦଫା # ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ମାନସ ଦାସ ଓରଫ ଗୁରୁଜୀ ଏବେ ଜେଲର ଚାରି କାନ୍ଥ ଭିତରେ । ବହୁ କଳ୍ପନା ଜଳ୍ପନାର ଅନ୍ତଘଟିବା ସହ ଶେଷରେ ଗୁରୁଜୀ ବନ୍ଧା ହୋଇଛନ୍ତି । ତାଙ୍କ ବିରୋଧରେ ଲାଗିଛି ଅପହରଣ, ହତ୍ୟା, ହତ୍ୟାଧମକ, ଅପରାଧୀକ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ କରିଦେବା ଭଳି ସଂଗୀନ ଦଫା ।…

Read More

ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ୧୮୧୯କୋଟି ଟଙ୍କାର ଜାଲ ବିଲ ର‌୍ୟାକେଟର ପର୍ଦ୍ଦାଫାଶ: ୨ଗିରଫ

ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ୧୮୧୯କୋଟି ଟଙ୍କାର ଜାଲ ବିଲ ର‌୍ୟାକେଟର ପର୍ଦ୍ଦାଫାଶ: ୨ଗିରଫ # କଟକ(ଏନ୍‌.ଏମ୍‌.): କଟକ ଓଡ଼ିଶା ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ଜାଲ ବିଲ ର‌୍ୟାକେଟ ବିରୁଦ୍ଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଫଳରେ ଆଜି ୧୮୧୯ କୋଟି ଟଙ୍କାର ଏକ ଜାଲ ବିଲ ରାକେଟର ପର୍ଦ୍ଦାଫାଶ ହୋଇପାରିଛି । ଏଥିରେ ସମ୍ପୃକ୍ତ ଦୁଇ ଜଣ ମାଷ୍ଟରମାଇଣ୍ଡ ତଥା ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲ ଓ ସଚିନ୍ଦ୍ର କୁମାର ଯାଦବ ଗିରଫ…

Read More