ସ୍କାଉଟସ୍ ଓ ଗାଇଡସ୍ ତରଫରୁ ୬୫ତମ ପଚମାରୀ ଦିବସ ପାଳନ
ସ୍କାଉଟସ୍ ଓ ଗାଇଡସ୍ ତରଫରୁ ୬୫ତମ ପଚମାରୀ ଦିବସ ପାଳନ ଭୁବନେଶ୍ୱର (ଏନ୍.ଏମ୍.): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ସ୍କାର୍ଫ, ଓଗଲ ଏବଂ ବ୍ୟାଜ ପ୍ରସ୍ତୁତ କରାଯାଇ ରାଜ୍ୟ ମୁଖ୍ୟାଳୟ ପରିସରରେ ପଚମାରୀର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପଚମାରୀର ବିଭିନ୍ନ ତାଲିମ ଦେବାର ଫଟୋ ପ୍ରଦର୍ଶନୀ ସହିତ ବିଭିନ୍ନ କୌଶଳ ବିଷୟରେ ଜ୍ଞାନ ଆହରଣ ପାଇଁ ରାଜ୍ୟ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ପଚମାରୀ ଦିବସର ୬୫ତମ…
