ରାଜ୍ୟସରକାରଙ୍କ ଐତିହାସିକ ପଦକ୍ଷେପ: କଟକ ବଡ଼ମେଡ଼ିକାଲରେ ଖୋଲିଲା ୨ଟି ନୂତନ ବିଭାଗ
ରାଜ୍ୟସରକାରଙ୍କ ଐତିହାସିକ ପଦକ୍ଷେପ: କଟକ ବଡ଼ମେଡ଼ିକାଲରେ ଖୋଲିଲା ୨ଟି ନୂତନ ବିଭାଗ ଏଣିକି ଏସସିବିରେ ହେବ ଯକୃତ ପ୍ରତିରୋପଣ କେନ୍ଦ୍ର #କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ଜନସାଧାରଣଙ୍କୁ ଚିକିତ୍ସା କ୍ଷେତ୍ରରେ ଉନ୍ନତ ସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ନୂତନ ଭାବେ ୨ଟି ବିଭାଗ ଉଦ୍ଘାଟନ ହୋଇଯାଇଛି । ଯାହା ଓଡିଶା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । କଟକ ବଡ଼ମେଡ଼ିକାଲକୁ ରାଜ୍ୟସରକାର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ…
