ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ୨ଗିରଫ
ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ୨ଗିରଫ ଜଗତପୁର(ଏନ୍.ଏମ୍.): ଜଗତପୁର ଥାନା ଗୟାନା ଛକ ନିକଟରେ ୫ଜଣ ମଦ୍ୟପ ରବିବାର ବିଳମ୍ବିତ ରାତ୍ରରେ ଜନୈକ ପୁଲିସ୍ ସ୍ପେଶାଲ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନଜରପୁର କେଉଟ ସାହିର ଯୋଗେନ୍ଦ୍ର ହାତୀ(୨୮) ଓ ବୈକୁଣ୍ଠ-ବିହାରର ସଂଗଜିତ୍ ମଲ୍ଲିକ(୨୮) ବୋଲି ଜଣାପଡ଼ିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ମ୍ୟାଚରେ ଭାରତର ପରାଜୟ ହୋଇଥିଲା…
