ପରଲୋକରେ ଲୋକପ୍ରିୟ ଅଭିନେତା ମିହିର ଦାସ
ପରଲୋକରେ ଲୋକପ୍ରିୟ ଅଭିନେତା ମିହିର ଦାସ କଟକ(ଏନ୍.ଏମ୍.): ପରଲୋକରେ ବିଶିଷ୍ଟ ସିନେ ଅଭିନେତା ମିହିର ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ୬୩ବର୍ଷ ବୟସରରେ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଓଡ଼ିଆ ସିନେ ଜଗତ ସହିତ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଅଭିନୟ ଜଗତରେ ଏକ…
