ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଭୁବନେଶ୍ୱର(ଏନ୍.ଏମ୍.): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ସଂଗ୍ରାମର ସୁଦୀର୍ଘ ଇତିହାସରେ ଥିଲେ ଜଣେ ସଂକଳ୍ପବଦ୍ଧ, ସ୍ଥିର, ଅବିଚଳିତ ଏବଂ ଅତ୍ମପ୍ରତ୍ୟୟୀ ଯାତ୍ରୀ । କଟକରୁ ସୁଦୂର ବିଲାତ ଏବଂ ପୁନଃ ଭାରତ ଫେରି ସ୍ୱାଧୀନତା ସଂଗ୍ରାମର ମଙ୍ଗ ଧରିବାର ଦୁର୍ବାର ଯାତ୍ରାପଥ କେତେ ଯେ କଣ୍ଟକିତ ଥିଲା ତାହା ଅକଳନୀୟ । ଦେଶକୁ ସ୍ୱାଧୀନ କରିବାକୁ ନେତାଜୀଙ୍କର ଥିଲା ସ୍ୱତନ୍ତ୍ର…
