ସିଏମସି ୨୭ନମ୍ବର ୱାର୍ଡ଼ରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ#
ସିଏମସି ୨୭ନମ୍ବର ୱାର୍ଡ଼ରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ କଟକ(ଏନ୍.ଏମ୍.): ସ୍ଥାନୀୟ ଦୋଳମୁଣ୍ଡାଇ ଠାରେ ସିଏମସି ୨୭ନମ୍ବର ୱାର୍ଡ଼ରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କର୍ପୋରେଟର, ୱାର୍ଡ଼ ସଭାପତି, ମହିଳା ବିଜେଡି ସାଧାରଣ ସମ୍ପାଦକ ଇତିଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇ ରାଜ୍ୟସରକାରଙ୍କ ଏକାଧିକ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତଦାତାଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ…
