ହାଇଲେବଲ କେନାଲରେ ୩୦ଫୁଟ୍ର ଘାଇ: ନଦୀବନ୍ଧ ତଥା ସାଇଫନ୍ ସୁରକ୍ଷାନେଇ ପ୍ରଶ୍ନବାଚୀ
ହାଇଲେବଲ କେନାଲରେ ୩୦ଫୁଟ୍ର ଘାଇ: ନଦୀବନ୍ଧ ତଥା ସାଇଫନ୍ ସୁରକ୍ଷାନେଇ ପ୍ରଶ୍ନବାଚୀ ଟାଙ୍ଗୀ(ଏନ୍.ଏମ୍.): ମହାନଦୀର ଚୌଦ୍ୱାର ବ୍ୟାରେଜରୁ ବାହାରି ଯାଜପୁର ଜିଲ୍ଲାକୁ ଲମ୍ବିଥିବା ସର୍ବପୂରାତନ ହାଇଲେବଲ କେନାଲର ଟାଙ୍ଗୀ ନିକଟରେ ପ୍ରାୟ ୩୦ଫୁଟ୍ର ଘାଇ ସୃଷ୍ଟିହେବା ଘଟଣା ସୋମବାର ସ୍ଥାନୀୟ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି କରିଛି । ଧନଜୀବନ…












