କଟକରେ ଦେଶର ସର୍ବବୃହତ ଆଇଏମ୍‌ଏ ସମ୍ମେଳନ କେନ୍ଦ୍ର ଉଦ୍ଘାଟନ

କଟକରେ ଦେଶର ସର୍ବବୃହତ ଆଇଏମ୍‌ଏ ସମ୍ମେଳନ କେନ୍ଦ୍ର ଉଦ୍ଘାଟନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଇଏମ୍‌ଏର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ #କଟକ(ଏନ୍‌.ଏମ୍‌.): ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ଓଡ଼ିଶା ଶାଖାର ରାଣୀହାଟରେ ଥିବା ରାଜ୍ୟ ସମ୍ମେଳନ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚ୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଇଏମ୍‌ଏର ଭୂମିକା ଉଲ୍ଲେଖନୀୟ । ଆଇଏମ୍‌ଏ ଓଡିଶା ଶାଖାର ଏହି ସମ୍ମେଳନ କେନ୍ଦ୍ର ସମଗ୍ର ଦେଶରେ ବୃହତ୍ତମ…

Read More

ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳଙ୍କ କଟକ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଯାଞ୍ଚକଲେ ଆଠଗଡ଼ ଏବଂ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର #କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳ ଆଜି କଟକ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଆଠଗଡ଼ ଏବଂ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ବିଭିନ୍ନ ବିଷୟରେ ଅବଗତ ହୋଇଥିଲା । ଏଥି ସହିତ ଡକ୍ଟର ବିଶ୍ୱାଳ…

Read More

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ: ଡିଏମଇଟି

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ: ଡିଏମଇଟି #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ଏଥି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲାଯାଇ ଅଧିକ ଡାକ୍ତର ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି । ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ ବୋଲି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।…

Read More

ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନା ଶିବିର

ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନା ଶିବିର #କଟକ(ଏନ୍‌.ଏମ୍‌.): ଅଭିନବ ବିଡାନାସୀ ପଥଚାରୀ ସଂଘ ଆନୁକୂଲ୍ୟରେ ଏକ ଦାତବ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶିକା ଅନିମା ଦାଶ ଉଦ୍‌ଘାଟନ କରିଥିଲେ । ଏହି ସଚେତନା ସଭାରେ ପଥଚାରୀ ସଂଘର ସଭାପତି ଦେବେନ୍ଦ୍ର ସୁତାର ଅଧ୍ୟକ୍ଷତା କରିଥିଲେ । ଡା. କିଶୋର ପଣ୍ଡା ବୟସ୍କ ବ୍ୟକ୍ତିଙ୍କ ହାଡ ପାମ୍ପରା ରୋଗ ସଂପର୍କରେ…

Read More

ବିଶ୍ୱ କୁଷ୍ଠ ଦିବସ ଅବସରରେ ବ୍ୟାପକ ସଚେତନତା

ବିଶ୍ୱ କୁଷ୍ଠ ଦିବସ ଅବସରରେ ବ୍ୟାପକ ସଚେତନତା #ଆଠଗଡ଼(ଏନ୍‌.ଏମ୍‌.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ଜୋରନ୍ଦା ମେଡିକାଲ ଠାରେ ବିଶ୍ୱ କୁଷ୍ଠ ଦିବସ ପାଳିତ ହୋଇଯାଇଛି । ମେଘା ସେକ୍ଟରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ସମୂହ ଗାଁ କଲ୍ୟାଣ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଘା ସେକ୍ଟରର ବରିଷ୍ଠ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ସଂଯୋଜନା କରିଥିଲେ…

Read More

ଦେଇଥିବା କଥା ରଖିଲେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ

ଦେଇଥିବା କଥା ରଖିଲେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ #ଆଠଗଡ଼(ଏନ୍‌.ଏମ୍‌.): ତିଗିରିଆ ବ୍ଲକ ଗଦାଧରପୁର ପଞ୍ଚାୟତ ମାନପୁର ଗ୍ରାମର ବିଜୟ ଶତପଥି ଓ ସୁଜାତା ଶତପଥୀଙ୍କ ଏକମାତ୍ର ପୁଅର ଚିକିତ୍ସା କରାଇ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ଅଞ୍ଚଳବାସୀଙ୍କ ପ୍ରୀୟ ଭାଜନ ହୋଇ ପାରିଛନ୍ତି । ଉକ୍ତ ଶତପଥି ଦମ୍ପତ୍ତିଙ୍କ ଏକ ମାତ୍ର ପୁତ୍ର ସନ୍ତାନ ହୋଇଥିବାରୁ ପରିବାର ତାକ ନେଇ କେତେ ସ୍ୱପ୍ନ ଦେଖିଥିଲେ । ହେଲେ ଦାରୁଣ ଦଇବ ତାଙ୍କୁ ଏମିତି ଦୁଃଖ ଦେଲା ଯେ ସେ…

Read More

ଏନଓସିପିଏଲରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଏନଓସିପିଏଲରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର #ଆଠଗଡ଼(ଏନ୍‌.ଏମ୍‌.): ଏନ୍‌ଓସିପିଏଲ ଆଠଗଡ ଶାଖାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ହାଇଟେକ୍ ମେଡିକାଲ୍ କଲେଜର ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏ ସମ୍ପର୍କରେ ଏନ୍‌ଓସିପିଏଲର ପୂର୍ବାଞ୍ଚଳ ମୁଖ୍ୟ ପ୍ରଦୀପ୍ତ ଦାସ ଯୋଗଦେଇ କହିଥିଲେ ଯେ, ଏହି ସଂସ୍ଥା ଗ୍ରାମାଞ୍ଚଳରେ କାର୍ଯ୍ୟରତ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ହାଇଟେକ୍ ମେଡ଼ିକାଲ କଲେଜର ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କ…

Read More

ଆଠଗଡ଼ ମେଘା ସେକ୍ଟରର ଅମ୍ଳାନ କାର୍ଯ୍ୟକ୍ରମ

ଆଠଗଡ଼ ମେଘା ସେକ୍ଟରର ଅମ୍ଳାନ କାର୍ଯ୍ୟକ୍ରମ #ଆଠଗଡ଼ (ଏନ୍‍.ଏମ୍‍.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡ. ଦିଲ୍ଲିପ ଦାସଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ୮ଗୋଟି ପଞ୍ଚାୟତର ୨୨ଗୋଟି ବିଦ୍ୟାଳୟରେ ଓ ୩୪ଗୋଟି ମମତା ଦିବସ ଶିବିରରେ ଅମ୍ଳାନ କାର୍ଯ୍ୟକ୍ରମ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସମଲଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ସମସ୍ତ ଛାତ୍ରଛାତ୍ରୀମାନଙ୍କ ହିମଗ୍ଳୋବିନସ୍ତର ମାପ କରାଯାଇଥିଲା ।…

Read More

ଚୌଦ୍ୱାର ମଙ୍ଗୁଳି ଠାରେ ଉଦ୍‌ଘାଟନ ହେଲା ଲାୟନ୍ସ କ୍ଲବର ନୂତନ ଚକ୍ଷୁ ଚିକିତ୍ସାଳୟ

ଚୌଦ୍ୱାର ମଙ୍ଗୁଳି ଠାରେ ଉଦ୍‌ଘାଟନ ହେଲା ଲାୟନ୍ସ କ୍ଲବର ନୂତନ ଚକ୍ଷୁ ଚିକିତ୍ସାଳୟ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ମଙ୍ଗୁଳି ଠାରେ ଆଜି ମେଲଭିୟନ ଜୋନ ଲାୟନ୍ସ କ୍ଲବ ପକ୍ଷରୁ ନୂତନ ଚକ୍ଷୁ ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ଚକ୍ଷୁ ଚିକିତ୍ସା ସେବା କରିଆସୁଥିବା ଲାୟନ୍ସ କ୍ଳବ୍ କଟକ ଚକ୍ଷୁ ଚିକିତ୍ସାଲୟର ଏକ ନୂତନ ଶାଖା ଖୋଲାଯାଇଛି । ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଉଦ୍‌ଘାଟିତ ଏହି…

Read More

ଏସସିବିରେ ବିରଳ ଅସ୍ତ୍ରୋପଚାର; ବାମ ପାଦର ତର୍ଜନୀ ଆଙ୍ଗୁଠି ହେଲା ଡାହାଣ ହାତର ବୁଢ଼ା ଅଙ୍ଗୁଳି

ଏସସିବିରେ ବିରଳ ଅସ୍ତ୍ରୋପଚାର; ବାମ ପାଦର ତର୍ଜନୀ ଆଙ୍ଗୁଠି ହେଲା ଡାହାଣ ହାତର ବୁଢ଼ା ଅଙ୍ଗୁଳି #କଟକ(ଏନ୍‌.ଏମ୍‌.): ଡାହାଣ ହାତ ବୁଢ଼ା ଆଙ୍ଗୁଠି ସ୍ଥାନରେ ଲାଗିଲା ବାମ ପାଦର ଆଙ୍ଗୁଠି । ଏପରି ବିରଳ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ କଟକ ଏସସିବି ମେଡିକାଲରେ ହୋଇଛି । ଏପରି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଏକ ବଡ଼ ସଫଳତା ଆଣି ଦେଇଛି । ପ୍ରକାଶ ଯେ, ଭଦ୍ରକର ସୀତାକାନ୍ତ…

Read More

ସ୍ୱାସ୍ଥ୍ୟ ବିଭାଗର ନିଆରା ପ୍ରୟାସ: ମେଘା ସେକ୍ଟରରେ ଶାଶୁ ଓ ବୋହୁ ସମ୍ମିଳନୀ

ସ୍ୱାସ୍ଥ୍ୟ ବିଭାଗର ନିଆରା ପ୍ରୟାସ: ମେଘା ସେକ୍ଟରରେ ଶାଶୁ ଓ ବୋହୁ ସମ୍ମିଳନୀ #ଆଠଗଡ(ଏନ୍‌.ଏମ୍‌.): ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟର ବେଣ୍ଟପଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଆନୁକୁଲ୍ୟରେ ବେଣ୍ଟପଦା ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶାଶୁ ଓ ବୋହୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍ଲମ୍‌ଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସମ୍ମିଳନୀରେ…

Read More

ସିଏମସି ପକ୍ଷରୁ ସାଉଥ୍ ପଏଣ୍ଟ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

ସିଏମସି ପକ୍ଷରୁ ସାଉଥ୍ ପଏଣ୍ଟ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ #କଟକ (ଏନ୍‌.ଏମ୍‌.): କଟକର ସାଉଥ୍ ପଏଣ୍ଟ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜବରଦଖଲ କରିଥିବା ଯୋଗୁଁ ଉକ୍ତ ହସ୍ପିଟାଲର କିଛି ଅଂଶକୁ ବୁଲଡୋଜର ଦ୍ୱାରା ଉଚ୍ଛେଦ କରାଯାଇଛି । ସିଏମସି ପକ୍ଷରୁ ହସ୍ପିଟାଲ୍ ଜବରଦଖଲ କରିଥିବା ଜମିରୁ ଉଚ୍ଛେଦ କରାଯାଇଛି । ଏଥିସହ ସରକାରୀ ଜମି ଉପରେ ହସ୍ପିଟାଲ୍ ନିର୍ମାଣ କରିଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ଓ ଅକ୍ସିଜେନ୍ ପ୍ଲାଣ୍ଟକୁ ତୁରନ୍ତ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା…

Read More