ତିରିଂ ଥାନା ଗୀତିଲତା ଗ୍ରାମରେ ଅଂଶୁଘାତ ଯୋଗୁ ଯୁବକ ମୃତ!
ତିରିଂ ଥାନା ଗୀତିଲତା ଗ୍ରାମରେ ଅଂଶୁଘାତ ଯୋଗୁ ଯୁବକ ମୃତ! [caption id="attachment_9522" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି । ତେବେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତରେ…












