ପରୀକ୍ଷାଫଳ ପ୍ରକାଶନର ଆଧାରକୁ ସାଧାରଣରେ ପ୍ରକାଶ କରିବା ପାଇଁ ଦାବି: ପୁଣିଥରେ ପରୀକ୍ଷା ଦେଲେ ଉଭୟ ପରୀକ୍ଷା ମଧ୍ୟରୁ ଅଧିକ ନମ୍ବରକୁ ଗ୍ରହଣ କରିବାକୁ ଓଷ୍ଟାର ପ୍ରସ୍ତାବ
ପରୀକ୍ଷାଫଳ ପ୍ରକାଶନର ଆଧାରକୁ ସାଧାରଣରେ ପ୍ରକାଶ କରିବା ପାଇଁ ଦାବି: ପୁଣିଥରେ ପରୀକ୍ଷା ଦେଲେ ଉଭୟ ପରୀକ୍ଷା ମଧ୍ୟରୁ ଅଧିକ ନମ୍ବରକୁ ଗ୍ରହଣ କରିବାକୁ ଓଷ୍ଟାର ପ୍ରସ୍ତାବ କଟକ(ଏନ୍.ଏମ.): ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର ଫଳାଫଳକୁ ନେଇ ସାଧାରଣରେ ଅସନ୍ତୋଷ କୁହୁଳିବାରେ ଲାଗିଛି । କେଉଁ ଆଧାରରେ ପରୀକ୍ଷାଫଳ ପ୍ରକାଶ କରାଗଲା ତାହା ଜାଣିବା ପାଇଁ ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରୁଥିଲାବେଳେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ପୁଣିଥରେ ପରୀକ୍ଷା ଦେଲେ ସେମାନଙ୍କର ଉଭୟ ପରୀକ୍ଷାର…
