ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା
ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା କଟକ (ଏନ୍.ଏମ୍.): ରାଜ୍ୟର ପ୍ରତିଭାବାନ ପ୍ରଥମ ଶ୍ରେଣୀ ବୋଲର ଆଲୋକ ସାହୁ ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି । ଆଲୋକ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨୫ଟି ମ୍ୟାଚ ଖେଳିଥିବା ବେଳେ ୧୮ଟି ଲିଷ୍ଟ ମ୍ୟାଚ, ୨୨ଟି ଟି-୨୦ ମ୍ୟାଚ ଖେଲିଛନ୍ତି । ସେ ୨୦୦୯ ନଭେମ୍ବରରେ ପ୍ରଥମ ଶ୍ରେଣୀ କ୍ରିକେଟରେ ରେଳୱେ ବିପକ୍ଷରେ ପଦାର୍ପଣ କରିଥିଲେ…
