ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି : ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ
ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଇଜିଏସ(ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) କାମରେ ଦୁର୍ନୀତି ହେଉଥିବା ବିଜେପି ପାଖରୁ ଅଭିଯୋଗ ହୋଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଶତ ପ୍ରତିଶତ ଏମଜିଏନଆରଇଜିଏସ୍ କାମ ମେସିନ ଦ୍ୱାରା ହେଉଛି । ଲୋକଙ୍କ ଦ୍ୱାରା କିଛି କାମ ହେଉ ନାହିଁ । ୪୦ ପ୍ରତିଶତ କାମର ଫଲ୍ସ ବିଲ୍ କରାଯାଇଛି ।…
