ବିଭିନ୍ନ ରାଜ୍ୟର ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀ ଓଡିଶାରେ ଯୁକ୍ତ ଦୁଇ ଲାଗି କରିପାରିବେ ଆବେଦନ
ବିଭିନ୍ନ ରାଜ୍ୟର ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀ ଓଡିଶାରେ ଯୁକ୍ତ ଦୁଇ ଲାଗି କରିପାରିବେ ଆବେଦନ ସାମସ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲକୁ ନିର୍ଦ୍ଦେଶ କଟକ(ଏନ୍.ଏମ୍.): ଯେଉଁ ଛାତ୍ରଛାତ୍ରୀମାନେ ଅନ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧିନରେ ମାଟ୍ରିକ ପାସ କରିଛନ୍ତି ସେମାନେ ଓଡିଶାରେ ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଆବେଦନ କରିପାରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିଲାଗି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡକୁ ସହମତି ପ୍ରଦାନ କରିଛନ୍ତି…
