ମହାବଳ ବାଘ ସୂରଜ ସଫାରୀରୁ ଖସିଯିବା ଖବର ପାଇ ନନ୍ଦନକାନନରେ ଖେଳିଗଲା ଆତଙ୍କ
ମହାବଳ ବାଘ ସୂରଜ ସଫାରୀରୁ ଖସିଯିବା ଖବର ପାଇ ନନ୍ଦନକାନନରେ ଖେଳିଗଲା ଆତଙ୍କ # ଭୁବନେଶ୍ୱର (ଏନ୍.ଏମ୍.): ନନ୍ଦନକାନନର ସଫାରୀରୁ ମହାବଳ ବାଘ ସୂରଜ ଖସି ଯାଇଥିବା ଚର୍ଚ୍ଚାକୁ ଆସିଛି । ତେବେ ଏହି ଖବର ପ୍ରଚାରିତ ହେବା ପରେ ନନ୍ଦନ କାନନରେ ଆଜି କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା । ମାତ୍ର କିଛି ସମୟ ମଧ୍ୟରେ କର୍ମଚାରୀମାନେ ଖୋଜାଖୋଜି କରି ସୂରଜକୁ ସେହି ସଫାରୀ ଭିତରୁ ହିଁ ପାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା…
