ଭୁବନେଶ୍ୱରରେ ପହଁଚିଲା ‘ବିଜୟ ମଶାଲ’ :୧୨୦ ବାଟାଲିୟନ ସୂର୍ଯ୍ୟଦ୍ୱାର ଠାରେ ସ୍ୱାଗତ ଜଣାଇଲେ ସେନା ବାହିନୀ ଓ ଶତାଧିକ ଛାତ୍ରଛାତ୍ରୀ
ଭୁବନେଶ୍ୱରରେ ପହଁଚିଲା ‘ବିଜୟ ମଶାଲ’ ୧୨୦ ବାଟାଲିୟନ ସୂର୍ଯ୍ୟଦ୍ୱାର ଠାରେ ସ୍ୱାଗତ ଜଣାଇଲେ ସେନା ବାହିନୀ ଓ ଶତାଧିକ ଛାତ୍ରଛାତ୍ରୀ ଭୁବନେଶ୍ୱର (ଏନ୍.ଏମ୍.): ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଯାତ୍ରା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ୨୯ ତାରିଖରେ ଭୁବନେଶ୍ୱରରେ ପହଁଚିଛି । ପୂର୍ବ ପ୍ରସ୍ତୁତି ଅନୁସାରେ ଏହି ବିଜୟ ମଶାଲ ଆଜି ସକାଳୁ ଆଇ.ଏନ.ଏସ୍ ଚିଲିକାରୁ ବାହାରି ଖୋର୍ଦ୍ଧା ଦେଇ ଭୁବନେଶ୍ୱର…
