ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍ସିର ଚଢାଉ
ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍ସିର ଚଢାଉ ଜଗତପୁର (ଏନ୍.ଏମ୍.): ଜଗତପୁର ଥାନା ଅନ୍ତର୍ଗତ ସହର ସାହି ବୈକୁଣ୍ଠ ବିହାର ଅଞ୍ଚଳରେ ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ନିମ୍ନମାନର ଲଡୁ କାରଖାନା ଉପରେ ଚଢାଉ କରାଯାଇଛି । ସେହିଭଳି କଟକ ବାଦାମବାଡ଼ି ଅଞ୍ଚଳରେ ମଧ୍ୟ କେଏଫସି କାଉଣ୍ଟରରେ ଚଢ଼ାଉ କରାଯାଇ ବାସୀ ପାଉଁରୁଟି ସହିତ କ୍ରିସପି ଚିକେନ ମଧ୍ୟ ଜବତ କରାଯାଇଛି । ତେବେ ଏଭଳି ଏକ…
