କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଛାଡ଼ିଲେନି ସାଇବର ଠକ: ମେସେଜ ପଠାଇ ମାଗିଲେ ଟଙ୍କା
କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଛାଡ଼ିଲେନି ସାଇବର ଠକ: ମେସେଜ ପଠାଇ ମାଗିଲେ ଟଙ୍କା ଭୁବନେଶ୍ୱର (ଏନ୍.ଏମ୍.): ଦିନକୁ ଦିନ ଏବେ ସାଇବର ଠକଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ବିଶେଷ କରି ନିରୀହ ସାଧାସିଧା ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଠକ । ବିଭିନ୍ନ ପ୍ରଲୋଭନ ଦେଖାଇ କିମ୍ବା ମିଥ୍ୟା କଥା କହି ଅନଲାଇନ ମାଧ୍ୟମରେ ଟଙ୍କା ଲୁଟୁଥିବା ଘଟଣା ଏବେ ଜୋର ଧରିଛି । ଏପରିକି ବିଭିନ୍ନ ଆଳରେ ଲୋକଙ୍କୁ ବିଭିନ୍ନ ବିଭାଗର ଅଧିକାରୀ କିମ୍ବା କର୍ମଚାରୀ…
