ଚାକିରୀ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ:ଯୁବକ ଅଟକ
ଚାକିରୀ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ:ଯୁବକ ଅଟକ ଜଗତପୁର (ଏନ୍.ଏମ୍.): ଚାକିରୀର ଲୋଭ ଦେଖାଇ ଜଣେ ମହିଳାଙ୍କୁ ବଳାତ୍କାର କରିବା ଘଟଣା ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେସମ୍ପୃକ୍ତ ମହିଳାଙ୍କ ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି । ଅଭିଯୋଗ ଅନୁଯାୟୀ, ଜଗତପୁର ଥାନା ଭୀମରାଜପୁର ପଞ୍ଚାୟତର ଜନୈକା ମହିଳା ବୈବାହିକ ଜୀବନରେ ମତାନ୍ତର ଘଟିବାରୁ ସେ ବାପଘରେ ରୁହନ୍ତି ।…
