ଚୌଦ୍ୱାରରେ ପୁଲିସର ଦାଦାଗିରି: ଯୁବକଙ୍କୁ ମାଡ଼ ମାରିବା ନେଇ ଥାନାରେ ମାମଲା
ଚୌଦ୍ୱାରରେ ପୁଲିସର ଦାଦାଗିରି: ଯୁବକଙ୍କୁ ମାଡ଼ ମାରିବା ନେଇ ଥାନାରେ ମାମଲା ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ପୁଲିସର ଦାଦାଗିରି ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସାଧାରଣ ଜନତାଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ ପାଇଁ ସରକାର ପୁଲିସ୍କୁ ବିଶେଷ କ୍ଷମତା ପ୍ରଦାନ କରିଥିବାବେଳେ ପୁଲିସ କର୍ମଚାରୀଙ୍କ ଏଭଳି ଆଚରଣକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି । ଏହା ଫଳରେ ସମଗ୍ର ରାଜ୍ୟରେ ପୁଲିସ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ତୁଟୁଥିବା ଅଭିଯୋଗ ହୋଇଛି । ବିଭିନ୍ନ…
